ନୂଆଦିଲ୍ଲୀ: ଦେଶରେକରୋନାଭାଇରସ୍ଜନିତମହାମାରୀବ୍ୟାପିବାଦିନଠାରୁଆଜିଦୈନିକସଂକ୍ରମଣସଂଖ୍ୟା୮ ହଜାରରୁ ଯଥେଷ୍ଟ ଅଧିକ ଥିବାବେଳେମୃତ୍ୟୁସଂଖ୍ୟାମଧ୍ୟ ୬୦୦ରୁ କିଛି ଅଧିକ ରହିଛି।

Advertisment

କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରାଳାୟତଥ୍ୟଅନୁସାରେ, ରବିବାରସକାଳ୮ଟାସୁଦ୍ଧାସମଗ୍ରଦେଶରେ୨୪ଘଣ୍ଟାମଧ୍ୟରେ୮,୭୭୪କରୋନାଭାଇରସ୍ଜନିତନୂତନସଂକ୍ରମଣ୬୨୧ ମୃତ୍ୟୁରେକର୍ଡକରାଯାଇଛିଗତ୨୪ଘଣ୍ଟାରେଚିହ୍ନଟହୋଇଥିବାନୂତନଆକ୍ରାନ୍ତଙ୍କୁମିଶାଇଦେଶରେସମୁଦାୟସଂକ୍ରମିତଙ୍କସଂଖ୍ୟା,୪୫,୭୨,୫୨୩ରେପହଞ୍ଚିଛି

ଗତ୨୪ଘଣ୍ଟାରେହୋଇଥିବା୬୨୧ ମୃତ୍ୟୁକୁମିଶାଇଭାରତରେସମୁଦାୟକୋଭିଡ୍-୧୯ଜନିତମୃତ୍ୟୁସଂଖ୍ୟା,୬୮,୫୫୪ରେପହଞ୍ଚିଛି

publive-image Image Courtesy of India Today

ଗତ୨୪ଘଣ୍ଟାରେକୋଭିଡ୍-୧୯ସଂକ୍ରମଣରୁସୁସ୍ଥହୋଇଥିବା,୪୮୧ଜଣଆକ୍ରାନ୍ତଙ୍କୁମିଶାଇସମ୍ପ୍ରତିଦେଶରେସମୁଦାୟସୁସ୍ଥତାସଂଖ୍ୟାହେଉଛି,୩୯,୯୮,୨୭୮

ଏହାଛଡ଼ା, ଏବେଦେଶରେସକ୍ରିୟଆକ୍ରାନ୍ତଙ୍କସଂଖ୍ୟାହେଉଛି,୦୫,୬୯୧୫୪୩ ଦିନରେ ଏହା ହେଉଛି ଦେଶରେ ସର୍ବନିମ୍ନ ସକ୍ରିୟ ସଂକ୍ରମଣ ସଂଖ୍ୟା।

ସ୍ୱାସ୍ଥ୍ୟମନ୍ତ୍ରାଳୟତଥ୍ୟଅନୁସାରେ, ଗତକାଲିସନ୍ଧ୍ୟା୬ଟାସୁଦ୍ଧାସମୁଦାୟ୧,୨୧,୯୪,୭୧,୧୩୪ ହିତାଧିକାରୀଙ୍କୁଟିକାଦିଆଯାଇଛି

‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ପରୀକ୍ଷା କରାଯାଇଛି ୧୦,୯୧,୨୩୬ଟି ନମୁନା।