ସର୍ବାଧିକ ଆକ୍ରାନ୍ତ ଚିହ୍ନଟ: ୨୪ଘଣ୍ଟାରେ ୪୦,୦୦୦ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଜୁଲାଇ ୨୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ସମୁଦାୟ୧,୧୧୮,୦୪୨ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ୨୪ ଘଣ୍ଟାରେ ସର୍ବାଧିକ ୪୦,୪୨୫ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭୦୦୦୮୬ ଜଣ ସୁସ୍ଥ ହୋଇଛନ୍ତି। ବାକି ୨୭୪୯୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୪୦,୪୨୫ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୪୫୯ରେ ପହଞ୍ଚିଛି। ୨୪ ଘଣ୍ଟାରେ ୬୮୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬୪୨ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୭ଜଣ, ବିହାରରେ ୨୧୭ଜଣ , ଚଣ୍ଡିଗଡ଼ରେ ୧୨ ଜଣ, ଛତିଶଗଡ଼ରେ ୨୪ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୬୨୮ଜଣ, ଗୋଆରେ ୨୨ଜଣ, ଗୁଜରାଟରେ ୨୧୪୨ଜଣ, ହରିୟାଣାରେ ୩୪୯ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୪୪ଜଣ , ଝାଡ଼ଖଣ୍ଡରେ ୪୯ଜଣ, କର୍ଣ୍ଣାଟକରେ ୧୩୩୧ଜଣ, କେରଳରେ ୪୨ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୨୧ଜଣ, ମହାରାଷ୍ଟ୍ରରେ ୧୧୮୫୪ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୯୧ ଜଣ, ପୁଦ୍ଦୁଚେରୀରେ ୨୮ ଜଣ, ପଞ୍ଜାବରେ ୨୫୪ଜଣ, ରାଜସ୍ଥାନରେ ୫୫୯ଜଣ, ତାମିଲନାଡୁରେ ୨୪୮୧ଜଣ, ତେଲେଙ୍ଗାନାରେ ୪୧୫ଜଣ, ତ୍ରିପୁରାରେ ୫ଜଣ, ଉତ୍ତରାଖଣ୍ଡରେ ୫୨ ଜଣ, ଉତ୍ତରପ୍ରଦେଶରେ ୧୧୪୬ଜଣ ଏବଂ ପଶ୍ଚମବଙ୍ଗରେ ୧୧୧୨ଜଣ ।

U.S. Hospitals Say They're Ready for Coronavirus. Their Infection ...
ProPublica

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୨୦୩), ଆନ୍ଧ୍ରପ୍ରଦେଶ (୪୯୬୫୦), ଅରୁଣାଚଳ ପ୍ରଦେଶ (୭୪୦), ଆସାମ (୨୩୯୯୯), ବିହାର (୨୬୫୬୯), ଚଣ୍ଡିଗଡ଼ (୭୧୭), ଛତିଶଗଡ଼ (୫୪୦୭), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୬୦୫), ଦିଲ୍ଲୀ (୧୨୨୭୯୩), ଗୋଆ (୩୬୫୭), ଗୁଜରାଟ (୪୮୩୫୫), ହରିୟାଣା (୨୬୧୬୪), ହିମାଚଳ ପ୍ରଦେଶ (୧୪୮୩), ଜମ୍ମୁ ଓ କଶ୍ମୀର (୧୩୮୯୯), ଝାଡ଼ଖଣ୍ଡ (୫୫୩୫) କର୍ଣ୍ଣାଟକ (୬୩୭୭୨), କେରଳ (୧୨୪୮୦), ଲଦାଖ (୧୧୭୮), ମଧ୍ୟପ୍ରଦେଶ (୧୨୬୦୦), ମହାରାଷ୍ଟ୍ର (୩୧୦୪୫୫), ମଣିପୁର (୧୯୧୧), ମେଘାଳୟ (୪୫୦), ମିଜୋରାମ (୨୮୪), ନାଗାଲାଣ୍ଡ (୯୮୮), ଓଡ଼ିଶା (୧୭୪୩୭), ପୁଦ୍ଦୁଚେରୀ (୧୯୯୯), ପଞ୍ଜାବ (୧୦୧୦୦), ରାଜସ୍ଥାନ (୨୯୪୩୪), ସିକିମ୍ (୨୮୩), ତାମିଲନାଡୁ (୧୭୦୬୯୩), ତେଲେଙ୍ଗାନା (୪୫୦୭୬), ତ୍ରିପୁରା (୨୮୭୮), ଉତ୍ତରାଖଣ୍ଡ (୪୫୧୫), ଉତ୍ତରପ୍ରଦେଶ (୪୯୨୪୭) ଓ ପଶ୍ଚିମବଙ୍ଗ (୪୨୪୮୭) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୪୫), ଆନ୍ଧ୍ରପ୍ରଦେଶ (୨୨୮୯୦), ଅରୁଣାଚଳ ପ୍ରଦେଶ (୨୮୨), ଆସାମ (୧୬୦୨୩), ବିହାର (୧୬୩୦୮), ଚଣ୍ଡିଗଡ଼ (୪୮୮), ଛତିଶଗଡ଼ (୩୭୭୫), ଦାଦର ନଗର ହାୱେଲି (୪୧୪), ଦିଲ୍ଲୀ (୧୦୩୧୩୪ ), ଗୋଆ (୨୨୧୮), ଗୁଜରାଟ (୩୪୯୦୧), ହରିୟାଣା (୧୯୭୯୩), ହିମାଚଳ ପ୍ରଦେଶ (୧୦୫୯), ଜମ୍ମୁ ଓ କଶ୍ମୀର (୭୮୧୧), ଝାଡ଼ଖଣ୍ଡ (୨୭୧୬), କର୍ଣ୍ଣାଟକ (୨୩୦୬୫), କେରଳ (୫୩୭୧), ଲଦାଖ (୧୦୦୩), ମଧ୍ୟପ୍ରଦେଶ (୧୫୩୧୧), ମହାରାଷ୍ଟ୍ର (୧୬୯୫୬୯), ମଣିପୁର (୧୨୧୩), ମେଘାଳୟ (୬୬), ମିଜୋରାମ (୧୬୭) ନାଗାଲାଣ୍ଡ୍ (୪୪୫), ଓଡ଼ିଶା (୧୨୪୫୩), ପୁଦ୍ଦୁଚେରୀ (୧୧୫୪), ପଞ୍ଜାବ (୬୫୩୫), ରାଜସ୍ଥାନ (୨୧୭୩୦), ସିକିମ୍ (୯୨), ତାମିଲନାଡୁ (୧୧୭୯୧୫), ତେଲେଙ୍ଗାନା (୩୨୪୩୮), ତ୍ରିପୁରା (୧୭୫୯), ଉତ୍ତରାଖଣ୍ଡ (୩୧୧୬), ଉତ୍ତରପ୍ରଦେଶ (୨୯୮୪୫) ଓ ପଶ୍ଚିମବଙ୍ଗ (୨୪୮୮୩) ।

 

ସମ୍ବନ୍ଧିତ ଖବର