ଦେଶରେ ବଢ଼ି ଚାଲିଛି କରୋନାଭାଇରସ୍ ସଂକ୍ରମଣ: ଦିନକରେ ୩୨,୬୯୫ ସଂକ୍ରମଣ ରେକର୍ଡ

ନୂଆଦିଲ୍ଲୀ: ଜୁଲାଇ ୧୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୯୬୮୮୭୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୧୨୮୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୪୯୧୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୩୨,୬୯୫  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୧୧୪୬ ରହିଛି। ୨୪ ଘଣ୍ଟାରେ ୬୦୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Image Courtesy of Hindustan Times

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୫୨ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୪୬ ଜଣ, ବିହାରରେ ୧୮୦ ଜଣ, ଚଣ୍ଡିଗଡ଼ରେ ୧୧ ଜଣ, ଛତିଶଗଡ଼ରେ ୨୦ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୪୮୭ ଜଣ, ଗୋଆରେ ୧୮ ଜଣ, ଗୁଜରାଟରେ ୨୦୭୯ ଜଣ, ହରିୟାଣାରେ ୩୧୯ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୦୬ ଜଣ, ଝାଡ଼ଖଣ୍ଡରେ ୩୮ ଜଣ, କର୍ଣ୍ଣାଟକରେ ୯୨୮ ଜଣ, କେରଳରେ ୩୫ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୮୨ ଜଣ, ମହାରାଷ୍ଟ୍ରରେ ୧୦୯୨୮ ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୭୭ ଜଣ, ପୁଦ୍ଦୁଚେରୀରେ ୨୧ ଜଣ, ପଞ୍ଜାବରେ ୨୨୧ ଜଣ, ରାଜସ୍ଥାନରେ ୫୩୦ ଜଣ, ତାମିଲନାଡୁରେ ୨୧୬୭ ଜଣ, ତେଲେଙ୍ଗାନାରେ ୩୮୬ ଜଣ, ତ୍ରିପୁରାରେ ୩ ଜଣ, ଉତ୍ତରାଖଣ୍ଡରେ ୫୦ ଜଣ, ଉତ୍ତରପ୍ରଦେଶରେ ୧୦୧୨ ଜଣ ଏବଂ ପଶ୍ଚମବଙ୍ଗରେ ୧୦୦୦ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୭୬), ଆନ୍ଧ୍ରପ୍ରଦେଶ (୩୫୪୫୧), ଅରୁଣାଚଳ ପ୍ରଦେଶ (୪୬୨), ଆସାମ (୧୮୬୬୬), ବିହାର (୨୦୬୧୨), ଚଣ୍ଡିଗଡ଼ (୬୨୫), ଛତିଶଗଡ଼ (୪୫୩୯), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୫୩୯), ଦିଲ୍ଲୀ (୧୧୬୯୯୩), ଗୋଆ (୨୯୫୧), ଗୁଜରାଟ (୪୪୫୫୨), ହରିୟାଣା (୨୩୩୦୬), ହିମାଚଳ ପ୍ରଦେଶ (୧୩୪୧), ଜମ୍ମୁ ଓ କଶ୍ମୀର (୧୧୬୬୬), ଝାଡ଼ଖଣ୍ଡ (୩୭୫୬) କର୍ଣ୍ଣାଟକ (୪୩୨୦), କେରଳ (୯୫୫୩), ଲଦାଖ (୧୧୪୨), ମଧ୍ୟପ୍ରଦେଶ (୧୯୬୪୩), ମହାରାଷ୍ଟ୍ର (୨୭୫୬୪୦), ମଣିପୁର (୧୭୦୦), ମେଘାଳୟ (୩୪୬), ମିଜୋରାମ (୨୩୮), ନାଗାଲାଣ୍ଡ (୯୦୨),  ଓଡ଼ିଶା (୧୪୮୯୮), ପୁଦ୍ଦୁଚେରୀ (୧୫୯୬), ପଞ୍ଜାବ (୮୭୯୯), ରାଜସ୍ଥାନ (୨୬୪୩୭), ସିକିମ୍ (୨୨୦), ତାମିଲନାଡୁ (୧୫୧୮୨୦), ତେଲେଙ୍ଗାନା (୩୯୩୪୨), ତ୍ରିପୁରା (୨୨୬୮), ଉତ୍ତରାଖଣ୍ଡ (୩୭୮୫), ଉତ୍ତରପ୍ରଦେଶ (୪୧୩୮୩) ଓ ପଶ୍ଚିମବଙ୍ଗ (୩୪୪୨୭) ।

Image Courtesy of India Today

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୩୦), ଆନ୍ଧ୍ରପ୍ରଦେଶ (୧୮୩୭୮), ଅରୁଣାଚଳ ପ୍ରଦେଶ (୧୫୩), ଆସାମ (୧୨୧୭୩), ବିହାର (୧୩୪୬୨), ଚଣ୍ଡିଗଡ଼ (୪୫୯), ଛତିଶଗଡ଼ (୩୩୨୪), ଦାଦର ନଗର ହାୱେଲି (୩୫୭), ଦିଲ୍ଲୀ (୯୫୬୯୯), ଗୋଆ (୧୬୭୪), ଗୁଜରାଟ (୩୧୨୮୬), ହରିୟାଣା (୧୭୬୬୭), ହିମାଚଳ ପ୍ରଦେଶ (୯୯୭), ଜମ୍ମୁ ଓ କଶ୍ମୀର (୬୩୩୭), ଝାଡ଼ଖଣ୍ଡ (୨୪୮୫), କର୍ଣ୍ଣାଟକ (୧୮୪୬୬), କେରଳ (୪୬୩୪), ଲଦାଖ (୯୬୪), ମଧ୍ୟପ୍ରଦେଶ (୧୩୯୦୮), ମହାରାଷ୍ଟ୍ର (୧୫୨୬୧୩), ମଣିପୁର (୯୮୯), ମେଘାଳୟ (୬୬), ମିଜୋରାମ (୧୫୯) ନାଗାଲାଣ୍ଡ୍ (୩୪୮), ଓଡ଼ିଶା (୧୦୪୭୬), ପୁଦ୍ଦୁଚେରୀ (୮୮୯), ପଞ୍ଜାବ (୫୮୬୭), ରାଜସ୍ଥାନ (୧୯୫୦୨), ସିକିମ୍ (୮୭), ତାମିଲନାଡୁ (୧୦୨୩୧୦), ତେଲେଙ୍ଗାନା (୨୫୯୯୯), ତ୍ରିପୁରା (୧୬୦୪), ଉତ୍ତରାଖଣ୍ଡ (୨୯୪୮), ଉତ୍ତରପ୍ରଦେଶ (୨୫୭୪୩) ଓ ପଶ୍ଚିମବଙ୍ଗ (୨୦୬୮୦) ।

ସମ୍ବନ୍ଧିତ ଖବର