ତାଲିବାନ ଶାସିତ ଆଫଗାନିସ୍ତାନକୁ ଭାରତର ପୁନଃ ସହାୟତା ପ୍ରଦାନ ଆରମ୍ଭ

ନୂଆଦିଲ୍ଲୀ: ଗୁରୁତର ଖାଦ୍ୟାଭାବ ଓ ଆର୍ଥିକ ସଂକଟରେ ପଡ଼ିଥିବା ତାଲିବାନ-ଶାସିତ ପଡ଼ୋଶୀ ଦେଶ ଆଫଗାନିସ୍ତାନକୁ ମାନବିକ ଦୃଷ୍ଟିକୋଣରୁ ଭାରତ ପୁନଃ ସାହାଯ୍ୟ ପ୍ରଦାନ ଆରମ୍ଭ କରିଛି। ଭାରତ ତା’ର ୨୦୨୨-୨୩ ଆର୍ଥିକ ବଜେଟ୍‌ରେ ଆଫଗାନିସ୍ତାନକୁ ସାହାଯ୍ୟ ପ୍ରଦାନ ପାଇଁ ପ୍ରାୟ ୨୭ ନିୟୁତ ଡଲାର ମୂଲ୍ୟର ଭାରତୀୟ ଟଙ୍କା ମଞ୍ଜୁର କରିଛି। ଦେଶରେ ଚାଲୁଥିବା ଭାରତୀୟ ପ୍ରକଳ୍ପଗୁଡ଼ିକୁ ପୁନଃ ଚାଲୁ କରିବା ଓ ସମ୍ପୂର୍ଣ୍ଣ କରିବା ପାଇଁ ଏହି ଅର୍ଥ ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର