ଦେଶରେ କୋଭିଡ୍-୧୯ ସଂକ୍ରମଣ: ଦିନକରେ ୫୨, ୫୦୯ ସଂକ୍ରମଣ; ୮୫୭ ମୃତ୍ୟୁ

ନୂଆଦିଲ୍ଲୀ: ଅଗଷ୍ଟ ୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧, ୯୦୮, ୨୫୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮୨୨୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୯୭୫୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୨, ୫୦୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୬୨୪୪ ରହିଛି। ୨୪ ଘଣ୍ଟାରେ ୮୫୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୧୨ ଜଣ, ଆନ୍ଧ୍ରପ୍ରଦେଶରେ ୧୬୦୪ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୧୫ ଜଣ, ବିହାରରେ ୩୪୭ ଜଣ, ଚଣ୍ଡିଗଡ଼ରେ ୨୦ ଜଣ, ଛତିଶଗଡ଼ରେ ୬୯ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୦୩୩ ଜଣ, ଗୋଆରେ ୬୦ ଜଣ, ଗୁଜରାଟରେ ୨୫୩୩ ଜଣ, ହରିୟାଣାରେ ୪୪୮ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୪୧୭ ଜଣ, ଝାଡ଼ଖଣ୍ଡରେ ୧୨୮ ଜଣ, କର୍ଣ୍ଣାଟକରେ ୨୭୦୪ ଜଣ, କେରଳରେ ୮୭ ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୯୧୨ ଜଣ, ମହାରାଷ୍ଟ୍ରରେ ୧୬୧୪୨ ଜଣ, ମଣିପୁରରେ ୭ ଜଣ, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ ଜଣ, ଓଡ଼ିଶାରେ ୨୧୬ ଜଣ, ପୁଦ୍ଦୁଚେରୀରେ ୫୮ ଜଣ, ପଞ୍ଜାବରେ ୪୬୨ ଜଣ, ରାଜସ୍ଥାନରେ ୭୩୨ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୪୩୪୯ ଜଣ, ତେଲେଙ୍ଗାନାରେ ୫୭୬ ଜଣ, ତ୍ରିପୁରାରେ ୩୦ ଜଣ, ଉତ୍ତରାଖଣ୍ଡରେ ୯୫ ଜଣ, ଉତ୍ତରପ୍ରଦେଶରେ ୧୮୧୭ ଜଣ ଏବଂ ପଶ୍ଚମବଙ୍ଗରେ ୧୭୮୫ ଜଣ ।

Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୬୩୯), ଆନ୍ଧ୍ରପ୍ରଦେଶ (୭୯୧୦୪), ଅରୁଣାଚଳ ପ୍ରଦେଶ (୬୮୨), ଆସାମ (୧୩୬୨୫), ବିହାର (୨୧୦୯୩), ଚଣ୍ଡିଗଡ଼ (୪୭୧), ଛତିଶଗଡ଼ (୨୫୨୦), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୦୪), ଦିଲ୍ଲୀ (୯୮୯୭), ଗୋଆ (୧୯୦୧), ଗୁଜରାଟ (୧୪୬୯୦), ହରିୟାଣା (୬୧୨୨), ହିମାଚଳ ପ୍ରଦେଶ (୧୧୫୫), ଜମ୍ମୁ ଓ କଶ୍ମୀର (୭୧୨୩), ଝାଡ଼ଖଣ୍ଡ (୮୬୪୮) କର୍ଣ୍ଣାଟକ (୭୩୮୫୪), କେରଳ (୧୧୫୭୦), ଲଦାଖ (୪୦୦), ମଧ୍ୟପ୍ରଦେଶ (୮୭୫୬), ମହାରାଷ୍ଟ୍ର (୧୪୨୪୫୮), ମଣିପୁର (୧୧୯୭), ମେଘାଳୟ (୫୮୨), ମିଜୋରାମ (୨୨୨), ନାଗାଲାଣ୍ଡ (୧୭୪୧),  ଓଡ଼ିଶା (୧୨୯୮୨), ପୁଦ୍ଦୁଚେରୀ (୧୫୫୨), ପଞ୍ଜାବ (୬୦୬୨), ରାଜସ୍ଥାନ (୧୩୧୧୫), ସିକିମ୍ (୪୮୩), ତାମିଲନାଡୁ (୫୫୧୫୨), ତେଲେଙ୍ଗାନା (୧୯୫୬୮), ତ୍ରିପୁରା (୧୮୭୩), ଉତ୍ତରାଖଣ୍ଡ (୩୦୬୬), ଉତ୍ତରପ୍ରଦେଶ (୪୧୨୨୨) ଓ ପଶ୍ଚିମବଙ୍ଗ (୨୨୩୧୫) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୨୭୭), ଆନ୍ଧ୍ରପ୍ରଦେଶ (୯୫୬୨୫), ଅରୁଣାଚଳ ପ୍ରଦେଶ (୧୧୦୫), ଆସାମ (୩୪୪୨୧), ବିହାର (୪୦୩୪୮), ଚଣ୍ଡିଗଡ଼ (୭୧୫), ଛତିଶଗଡ଼ (୭୧୫), ଦାଦର ନଗର ହାୱେଲି (୯୧୯), ଦିଲ୍ଲୀ (୧୨୫୨୨୬), ଗୋଆ (୫୧୧୪), ଗୁଜରାଟ (୪୮୩୭୬), ହରିୟାଣା (୩୧୨୨୬), ହିମାଚଳ ପ୍ରଦେଶ (୧୭୧୦), ଜମ୍ମୁ ଓ କଶ୍ମୀର (୧୪୮୫୬), ଝାଡ଼ଖଣ୍ଡ (୫୧୬୪), କର୍ଣ୍ଣାଟକ (୬୯୨୭୨), କେରଳ (୧୬୨୯୯), ଲଦାଖ (୧୧୨୭), ମଧ୍ୟପ୍ରଦେଶ (୨୫୪୧୪), ମହାରାଷ୍ଟ୍ର (୨୯୯୩୫୬), ମଣିପୁର (୧୮୧୪), ମେଘାଳୟ (୩୩୦), ମିଜୋରାମ (୨୮୨) ନାଗାଲାଣ୍ଡ୍ (୬୫୯), ଓଡ଼ିଶା (୨୪୪୮୩), ପୁଦ୍ଦୁଚେରୀ (୨୫୩୭), ପଞ୍ଜାବ (୧୨୪୯୧), ରାଜସ୍ଥାନ (୩୨୮୩୨), ସିକିମ୍ (୨୯୯), ତାମିଲନାଡୁ (୨୦୮୭୮୪), ତେଲେଙ୍ଗାନା (୫୦୮୧୪), ତ୍ରିପୁରା (୩୭୨୫), ଉତ୍ତରାଖଣ୍ଡ (୪୮୪୭), ଉତ୍ତରପ୍ରଦେଶ (୫୭୨୭୧) ଓ ପଶ୍ଚିମବଙ୍ଗ (୫୬୮୮୪) ।

 

 

 

ସମ୍ବନ୍ଧିତ ଖବର