ଦେଶରେ ରେକର୍ଡ ଭାଙ୍ଗିଲା କରୋନା ଆକ୍ରନ୍ତଙ୍କ ସଂଖ୍ୟା: ୨୪ଘଣ୍ଟାରେ ୪୯,୯୩୧ ଆକ୍ରାନ୍ତ, ୭୦୫ ମୃତ

ନୂଆଦିଲ୍ଲୀ: ଦେଶରେ ସବୁ ରେକର୍ଡ ଭାଙ୍ଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ଘଣ୍ଟା ମଧ୍ୟରେ ୪୯,୯୩୧ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୦୫ଜଣ ମୃତ୍ୟୁବରଣ କରିଛନ୍ତି। ଜୁଲାଇ ୨୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୪,୩୫,୪୫୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୯,୧୭,୫୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୨,୭୭୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୪୮,୬୬୧  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫,୧୧୪ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୦୪୧ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୯ଜଣ, ବିହାରରେ ୨୪୪ଜଣ, ଚଣ୍ଡିଗଡ଼ରେ ୧୩ ଜଣ, ଛତିଶଗଡ଼ରେ ୪୩ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୮୨୭ଜଣ, ଗୋଆରେ ୩୫ଜଣ, ଗୁଜରାଟରେ ୨୩୨୬ଜଣ, ହରିୟାଣାରେ ୩୯୨ଜଣ, ହିମାଚଳ ପ୍ରଦେଶରେ ୧୨ଜଣ, ଜମ୍ମୁ ଓ କଶ୍ମୀରରେ ୩୧୨ଜଣ, ଝାଡ଼ଖଣ୍ଡରେ ୮୫ଜଣ, କର୍ଣ୍ଣାଟକରେ ୧୮୭୮ଜଣ, କେରଳରେ ୬୧ଜଣ, ଲଦାଖରେ ୪ଜଣ, ମଧ୍ୟପ୍ରଦେଶରେ ୮୧୧ଜଣ, ମହାରାଷ୍ଟ୍ରରେ ୧୩୬୫୬ଜଣ,ନାଗାଲାଣ୍ଡ ୪, ମେଘାଳୟରେ ୫ ଜଣ, ଓଡ଼ିଶାରେ ୧୪୦ଜଣ, ପୁଦ୍ଦୁଚେରୀରେ ୪୦ଜଣ, ପଞ୍ଜାବରେ ୩୦୬ଜଣ, ରାଜସ୍ଥାନରେ ୬୨୧ଜଣ, ତାମିଲନାଡୁରେ ୩୪୯୪ଜଣ, ତେଲେଙ୍ଗାନାରେ ୪୬୩ଜଣ, ତ୍ରିପୁରାରେ ୧୩ ଜଣ, ଉତ୍ତରାଖଣ୍ଡରେ ୬୩ଜଣ, ଉତ୍ତରପ୍ରଦେଶରେ ୧୪୨୬ଜଣ ଏବଂ ପଶ୍ଚମବଙ୍ଗରେ ୧୩୭୨ଜଣ ।

covid 19 india news: Those revealing identity of COVID-19 patients ...
The Economic Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ୩୨୪, ଆନ୍ଧ୍ରପ୍ରଦେଶ ୯୬୨୯୮, ଅରୁଣାଚଳ ପ୍ରଦେଶ ୧୧୫୮, ଆସାମ ୩୨୨୨୮, ବିହାର ୩୯୧୭୬, ଚଣ୍ଡିଗଡ଼ ୮୮୭, ଛତିଶଗଡ଼ ୭୪୫୦, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୯୧୪, ଦିଲ୍ଲୀ ୧୩୦୬୦୬, ଗୋଆ ୪୮୬୧, ଗୁଜରାଟ ୫୫୮୨୨, ହରିୟାଣା ୩୧୩୩୨, ହିମାଚଳ ପ୍ରଦେଶ ୨୧୭୬, ଜମ୍ମୁ ଓ କଶ୍ମୀର ୧୭୯୨୦, ଝାଡ଼ଖଣ୍ଡ ୮୨୭୫, କର୍ଣ୍ଣାଟକ ୯୬୧୪୧, କେରଳ ୧୯୦୨୫, ଲଦାଖ ୧୨୮୫, ମଧ୍ୟପ୍ରଦେଶ ୨୭୮୦୦, ମହାରାଷ୍ଟ୍ର ୩୭୫୭୯୯, ମଣିପୁର ୨୨୩୫, ମେଘାଳୟ ୭୦୨, ମିଜୋରାମ ୩୬୧, ନାଗାଲାଣ୍ଡ ୧୩୩୯, ଓଡ଼ିଶା ୧୫୩୮୯, ପୁଦ୍ଦୁଚେରୀ ୨୭୮୬, ପଞ୍ଜାବ ୧୩୨୧୮, ରାଜସ୍ଥାନ ୩୫୯୦୯, ସିକିମ୍ ୫୪୫, ତାମିଲନାଡୁ ୨୧୩୭୨୩, ତେଲେଙ୍ଗାନା ୫୪୦୫୯, ତ୍ରିପୁରା ୩୯୦୦, ଉତ୍ତରାଖଣ୍ଡ ୬୧୦୪, ଉତ୍ତରପ୍ରଦେଶ ୬୬୯୮୮ ଓ ପଶ୍ଚିମବଙ୍ଗ ୫୮୭୧୮ ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୧୮୨, ଆନ୍ଧ୍ରପ୍ରଦେଶ ୪୬୩୦୧, ଅରୁଣାଚଳ ପ୍ରଦେଶ ୫୦୫, ଆସାମ ୨୪୦୪୦, ବିହାର ୨୫୮୧୫, ଚଣ୍ଡିଗଡ଼ ୫୭୨, ଛତିଶଗଡ଼ ୪୯୪୪, ଦାଦର ନଗର ହାୱେଲି ୫୫୦, ଦିଲ୍ଲୀ ୧୧୪୮୭୫, ଗୋଆ ୩୨୭୭, ଗୁଜରାଟ ୪୦୩୬୫, ହରିୟାଣା ୨୪୩୮୪, ହିମାଚଳ ପ୍ରଦେଶ ୧୧୯୮, ଜମ୍ମୁ ଓ କଶ୍ମୀର ୯୯୨୮, ଝାଡ଼ଖଣ୍ଡ ୩୭୦୪, କର୍ଣ୍ଣାଟକ ୩୫୮୩୮, କେରଳ ୯୩୦୦, ଲଦାଖ ୧୦୬୩, ମଧ୍ୟପ୍ରଦେଶ ୧୯୧୩୨, ମହାରାଷ୍ଟ୍ର ୨୧୩୨୩୮, ମଣିପୁର ୧୫୫୪, ମେଘାଳୟ ୧୩୫, ମିଜୋରାମ ୧୯୩ ନାଗାଲାଣ୍ଡ୍ ୫୪୯, ଓଡ଼ିଶା ୧୬୭୯୩, ପୁଦ୍ଦୁଚେରୀ ୧୬୪୫, ପଞ୍ଜାବ ୮୮୧୦, ରାଜସ୍ଥାନ ୨୫୩୫୩, ସିକିମ୍ ୧୪୮, ତାମିଲନାଡୁ ୧୫୬୫୨୬, ତେଲେଙ୍ଗାନା ୪୧୩୩୨, ତ୍ରିପୁରା ୨୩୬୧, ଉତ୍ତରାଖଣ୍ଡ ୩୫୬୬, ଉତ୍ତରପ୍ରଦେଶ ୪୧୬୪୧ ଓ ପଶ୍ଚିମବଙ୍ଗ ୩୭୭୫୧ ।

ସମ୍ବନ୍ଧିତ ଖବର