ନୂଆଦିଲ୍ଲୀ : କରତାରପୁର ସାହେବ ଗୁରୁଦ୍ବାର ପରିଚାଳନାକୁ ଏକ ଶିଖ୍ କମିଟିରୁ ଅନ୍ୟ ଏକ ଟ୍ରଷ୍ଟ୍କୁ ସ୍ଥାନାନ୍ତର କରିବା ନେଇ ପାକିସ୍ତାନ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଭାରତ ଅତି ଗମ୍ଭୀରତାର ସହ ନେଇଛି। ଉକ୍ତ ମାମଲାରେ ଭାରତ ପାକିସ୍ତାନ ହାଇ କମିସନ୍ର ଜଣେ କୂଟନୀତିଜ୍ଞଙ୍କୁ ସମନ କରିଛି। ଗତକାଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପାକିସ୍ତାନର ଏଭଳି କାର୍ଯ୍ୟକୁ କଡ଼ା ବିରୋଧ କରିଥିଲେ। ଏଭଳି ନିଷ୍ପତ୍ତି ଶିଖ୍ ସମ୍ପ୍ରଦାୟର ଧାର୍ମିକ ଭାବନାର ବିରୁଦ୍ଧାଚରଣ କରୁଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା।
ପାକ୍ କୂଟନୀତିଜ୍ଞଙ୍କୁ ସମନ୍ କଲା ଭାରତ
/sambad/media/post_attachments/wp-content/uploads/2020/11/India-Pakistan-flags.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)