Sambad icon

0

user
  • Bookmarks
  • Log Out
ସବସ୍କ୍ରାଇବ କରନ୍ତୁ
  • ଦେଶ- ବିଦେଶ
  • ରଥଯାତ୍ରା
  • ରାଜ୍ୟ
  • ଜିଲ୍ଲା
    • ଭଦ୍ରକ
    • ବୌଦ୍ଧ
    • କଟକ
    • ଦେବଗଡ଼
    • ଢେଙ୍କାନାଳ
    • ଗଜପତି
    • ଗଞ୍ଜାମ
    • ଜଗତସିଂହପୁର
    • ଯାଜପୁର
    • ଝାରସୁଗୁଡ଼ା
    • କଳାହାଣ୍ଡି
    • କନ୍ଧମାଳ
    • ଅନୁଗୁଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • କୋରାପୁଟ
    • ଖୋର୍ଦ୍ଧା
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ଵର
    • ମୟୂରଭଞ୍ଜ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ମହାନଗର
  • ଖେଳ
  • ଅର୍ଥନୀତି
  • ରାଜନୀତି
  • ମନୋରଞ୍ଜନ
  • ବିଶେଷ
  • ଅପରାଧ
  • ଜୀବନଚର୍ଯ୍ୟା
  • ରାଶିଫଳ
  • ସମ୍ପାଦକୀୟ
  • ପୁନଶ୍ଚ ପୃଥିବୀ
  • ଦେଶ- ବିଦେଶ
  • ରଥଯାତ୍ରା
  • ରାଜ୍ୟ
  • ଜିଲ୍ଲା
    • ଭଦ୍ରକ
    • ବୌଦ୍ଧ
    • କଟକ
    • ଦେବଗଡ଼
    • ଢେଙ୍କାନାଳ
    • ଗଜପତି
    • ଗଞ୍ଜାମ
    • ଜଗତସିଂହପୁର
    • ଯାଜପୁର
    • ଝାରସୁଗୁଡ଼ା
    • କଳାହାଣ୍ଡି
    • କନ୍ଧମାଳ
    • ଅନୁଗୁଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • କୋରାପୁଟ
    • ଖୋର୍ଦ୍ଧା
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ଵର
    • ମୟୂରଭଞ୍ଜ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ମହାନଗର
  • ଖେଳ
  • ଅର୍ଥନୀତି
  • ରାଜନୀତି
  • ମନୋରଞ୍ଜନ
  • ବିଶେଷ
  • ଅପରାଧ
  • ଜୀବନଚର୍ଯ୍ୟା
  • ରାଶିଫଳ
  • ସମ୍ପାଦକୀୟ
  • ପୁନଶ୍ଚ ପୃଥିବୀ
  • Authors

Powered by :

Advertisment
ଦେଶ- ବିଦେଶ

ଆସନ୍ତା ମାସ ସୁଦ୍ଧା ଭାରତକୁ ଆଷ୍ଟ୍ରାଜେନେକା କୋଭିଡ୍ ଟିକାର ୧୦ କୋଟି ଖୋରାକ ଭାରତକୁ ମିଳିପାରିବ

Monalisha Parida profile image
by Sambad Digital
by Sambad Digital
13 Nov 2020 18:40 IST
 The Wall Street Journal
The Wall Street Journal
ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବଡ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍  ଆଷ୍ଟ୍ରାଜେନେକା କୋଭିଡ୍ ଟିକାର ଉତ୍ପାଦନକୁ ବୃଦ୍ଧି କରିଛି। ଭାରତରେ ଆରମ୍ଭ ହେବାକୁ ଥିବା ଟିକାକରଣ ଅଭିଯାନ ପାଇଁ  ଡିସେମ୍ବର ସୁଦ୍ଧା ଏହି ଟିକାର ୧୦ କୋଟି ଖୋରାକ ପ୍ରସ୍ତୁତ କରିବା ପାଇଁ ଯୋଜନା ରଖିଛି ଆଷ୍ଟ୍ରାଜେନେକା।  ଯଦି ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦର୍ଶାଏ ଯେ ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ଏବଂ ଏହା କରୋନା ଭୂତାଣୁଠାରୁ ସୁରକ୍ଷା ଦେଉଛି, ତେବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଡିସେମ୍ବର ସୁଦ୍ଧା ୧୦କୋଟି ଟିକା ଯୋଗାଇ ପାରିବ। ଟିକାର ଚୂଡ଼ାନ୍ତ ପରୀକ୍ଷଣ ସଫଳ ହେଲେ ନୂଆଦିଲ୍ଲୀରୁ ଏକ ବିଲିୟନ ଟିକା ଉତ୍ପାଦନ ପାଇଁ ଜରୁରୀକାଳୀନ ଅନୁମତି ମିଳିପାରେ ବୋଲି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା କହିଛନ୍ତି।

AstraZeneca in first COVID-19 vaccine deal with Chinese company - The Economic Times The Economic Times

ତେବେ ଏହି ଯୋଜନାର ସଫଳତା ପରୀକ୍ଷା ରିପୋର୍ଟ ଉପରେ ନିର୍ଭର କରୁଛି। ପୂର୍ବରୁ ଆଷ୍ଟ୍ରାଜେନେକାର ଟିକାକୁ ନେଇ ଅନେକ ବିବାଦ ଦେଖା ଦେଇଥିବା ବେଳେ ଏବେ ଏହାକୁ ଉପଳବ୍ଧ କରାଇବା ପୂର୍ବରୁ ଭଲ ଭାବରେ ପରୀକ୍ଷା କରାଯାଉଛି। ଥରେ ପରୀକ୍ଷଣ ସଫଳ ହେବା ପରେ ତୁରନ୍ତ ଏହାର ଉତ୍ପାଦନ ଆରମ୍ଭ ହେବ। ଅନ୍ୟ ପକ୍ଷରେ କୋଭିଡ ଟିକା ପ୍ରସ୍ତୁତି କ୍ଷେତ୍ରରେ ସଫଳତା ଦାବି କରିଥିବା  ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍’ର ଟିକାରେ ଥିବା କେତେକ ତ୍ରୁଟି ସାମନାକୁ ଆସିଛି । ପରୀକ୍ଷଣ ବେଳେ ଏହି ଟିକା ଦିଆଯାଇଥିବା ସ୍ବେଚ୍ଛାସେବୀମାନଙ୍କ ଶରୀରରେ ମୁଣ୍ଡବିନ୍ଧା ହେବା, ମୁଣ୍ଡ ଓଜନିଆ ଲାଗିବା, ମାଂସପେଶୀ ଦରଜ ହେବା ଓ ଜ୍ବର ଆଦି ଦେଖାଯାଉଛି । ବ୍ରିଟିସ ଖବରକାଗଜ ଡେଲି ମେଲରେ ପ୍ରକାଶିତ ତଥ୍ୟ ଅନୁସାରେ ୬ଟି ଦେଶରେ ପ୍ରାୟ ୪୩,୫୦୦ ଲୋକଙ୍କ ଶରୀରରେ ଏହି ଟିକାର ପରୀକ୍ଷଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅନେକଙ୍କ ଶରୀରରେ ପ୍ରାର୍ଶ୍ବ ପ୍ରତିକ୍ରିୟା ଦେଖାଇଛି । ଏହା ଫଳରେ ଏହି ଟିକାକୁ ନେଇ ସାରା ବିଶ୍ବରେ ଦେଖାଯାଇଥିବା ଆଶା ନିରାଶାରେ ପରିଣତ ହୋଇଛି ।
Monalisha Parida profile image
by Sambad Digital
by Sambad Digital
13 Nov 2020 18:40 IST
Advertisment
Advertisment
Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
ସବସ୍କ୍ରାଇବ କରନ୍ତୁ
Powered by


Subscribe to our Newsletter!




Powered by