ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି ମୁନ୍ ଜାଏ ଇନ୍ ଆସନ୍ତା ସପ୍ତାହରେ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ମୁନ୍ ଜାଏ ଇନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସାକ୍ଷାତ ଆଲୋଚନା କରିବେ। ଉଭୟ ରାଷ୍ଟ୍ରମୁଖ୍ୟ କୋରିଆ ଉପଦ୍ୱୀପର ସ୍ଥିତି ସହ ବିଭିନ୍ନ ଦ୍ୱିପାକ୍ଷିକ ଆଲୋଚନା କରିବେ। ଦ୍ୱିପାକ୍ଷିକ ବାଣିଜ୍ୟକୁ ଅଧିକ ସୁଦୃଢ଼ କରିବାପାଇଁ ବୈଠକରେ ଗୁରୁତ୍ୱାରୋପ କରାଯିବ। ଆସନ୍ତା ରବିବାର ଦିନ ମୁନ୍ ଭାରତରେ ପହଞ୍ଚିବେ ବୋଲି ଜଣାପଡ଼ିଛି।
ଭାରତ ଗସ୍ତରେ ଆସିବେ ମୁନ୍ ଜାଏ ଇନ୍
/sambad/media/post_attachments/wp-content/uploads/2018/07/moon-jae-in.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)