ଭାରତ ମାଳଦ୍ବୀପକୁ ୫ କୋଟି ଡଲାର ପ୍ରତିରକ୍ଷା ଋଣ ଯୋଗାଇ ଦେବ

ମାଲେ : ଭାରତ ଆଜି ମାଳଦ୍ବୀପ ସହ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି କରିଛି। ମାଳଦ୍ବୀପକୁ ଏକ ଭରସାଯୋଗ୍ୟ ରଣନୀତିକ ସହଯୋଗୀ ଭାବେ ଗ୍ରହଣ କରି ଭାରତ ୫ କୋଟି ଡଲାର ପ୍ରତିରକ୍ଷା ଋଣ ଯୋଗାଇ ଦେଇଛି। ଏହା ସାମୁଦ୍ରିକ ବିକାଶ ଏବଂ ଜାହାଜ ଚଳାଚଳ କ୍ଷେତ୍ରରେ ବିନିଯୋଗ ହେବ।

ସମ୍ବନ୍ଧିତ ଖବର