ଭାରତୀୟ ସେନାକୁ ମିଳିବ ୧୧୮ ସ୍ବଦେଶୀ ‘ଅର୍ଜୁନ’ଯୁଦ୍ଧ ଟ୍ୟାଙ୍କ

ନୂଆଦିଲ୍ଲୀ : ଦେଶରେ ନିର୍ମାଣ ହୋଇଥିବା ଯୁଦ୍ଧ ବିମାନ ତେଜସ୍‌ର ସଫଳତା ପରେ ଏବେ ସ୍ବଦେଶୀ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ’ ସେନାରେ ସାମିଲ ହେବାକୁ ଯାଉଛି। ଆସନ୍ତାକାଲି ୧୧୮ଟି ଅର୍ଜୁନ ଟ୍ୟାଙ୍କ ଆନୁଷ୍ଠାନିକ ଭାବେ ସେନାରେ ସାମିଲ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ୧୧୮ ଟ୍ୟାଙ୍କକୁ ସେନାରେ ସାମିଲ କରିବାକୁ ମଂଜୁରି ଦିଆଯାଇଛି। ୮୪୦୦ କୋଟି ଟଙ୍କା ବ୍ୟୟରେ ଏହି ଟ୍ୟାଙ୍କ ନିର୍ମାଣ କରାଯାଇଥିବା ଡିଆର୍‌ଡିଓ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର