ମୁମ୍ବାଇ: ଅମୃତସରର ଜଣେ ଯୁବ ବ୍ୟବସାୟୀଙ୍କୁ ଆମେରିକାର ମିସିସିପ୍ପିରେ ଜଣେ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛି। ଏହି ବ୍ୟବସାୟୀଙ୍କ ନାମ ଅକ୍ଷୟପ୍ରୀତ ସିଂହ ବୋଲି ଜଣାପଡ଼ିଛି। ସେ ଏକ ଡିପାର୍ଟମେଣ୍ଟାଲ ଷ୍ଟୋର୍ ଚଳାଉଥିଲେ। ଦୋକାନରୁ କିଛି ସାମଗ୍ରୀ ଚୋରାଇ ନେଉଥିବା ଜଣେ ଦୁର୍ବୃତ୍ତକୁ ଅକ୍ଷୟ ଅଟକାଇବାକୁ ଚେଷ୍ଟା କରିବା ବେଳେ ସେ ତାଙ୍କୁ ଗୁଳି କରି ହତ୍ୟା କରିଥିଲା।
ଭାରତୀୟ ବ୍ୟବସାୟୀଙ୍କୁ ଆମେରିକାରେ ଗୁଳିକରି ହତ୍ୟା
/sambad/media/post_attachments/wp-content/uploads/2019/08/firing-kendrapara-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)