ପ୍ରାର୍ଥୀ କେତେ କ୍ଷମତାଶାଳୀ ହେଲେ ମଧ୍ୟ ନିର୍ବାଚନ କମିସନଙ୍କ ଦ୍ବାରା ନିର୍ଦ୍ଧାରିତ ନିୟମ ମାନିବାକୁ ବାଧ୍ୟ। ନିର୍ବାଚନ ଅଧିକାରୀ ବସିବା ଅବସ୍ଥାରେ ହିଁ ନାମାଙ୍କନପତ୍ର ଗ୍ରହଣ କରିଥାନ୍ତି ଏବଂ ପ୍ରାର୍ଥୀ ଛିଡ଼ା ହୋଇ ଏହା ପ୍ରଦାନ କରିଥାନ୍ତି।
ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ
/sambad/media/post_attachments/wp-content/uploads/2019/04/election-charm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)