ୱାସିଂଟନ : ଆମେରିକାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଂଜିକା (ଏନ୍ଆର୍ସି)କୁ ସମର୍ଥନ କରି ବହୁ ସଂଖ୍ୟାରେ ଭରତୀୟ-ଆମେରିକୀୟ ରୢାଲି କରିଛନ୍ତି। ଏହି ଆଇନକୁ ନେଇ ଅଯଥା ବିଭ୍ରାନ୍ତି ସୃଷ୍ଟି କରି ହିଂସାତ୍ମକ ବିକ୍ଷୋଭ ହେଉଛି, କିନ୍ତୁ ପ୍ରକୃତରେ ଏହା ର ଭାରତର ସ୍ବାର୍ଥ ଓ ସୁରକ୍ଷା ପାଇଁ ଜରୁରୀ ବୋଲି ପ୍ରବାସୀ ଭାରତୀୟମାନେ କହିଛନ୍ତି। ସିଏଏ ଏବଂ ଏନ୍ଆର୍ସି ସମର୍ଥନରେ ଆମେରିକାର ଡବ୍ଲିନ, ଓହିଓ ଏବଂ ଉତ୍ତର କେର୍ଲିନାରେ ରୢାଲି ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ସିକାଗୋ, ନ୍ୟୁୟର୍କ ସହର, ୱାସିଂଟନ ଡିସି ଏବଂ ଆଟଲାଣ୍ଟା ସମେତେ ୨୦ରୁ ଅଧିକ ସହରରେ ସିଏଏ ସମର୍ଥନରେ ରୢାଲି ଅନୁଷ୍ଠିତ ହେବ ବୋଲି କୁହାଯାଇଛି।
ଆମେରିକାର ବିଭିନ୍ନ ସହରରେ ସିଏଏ ସମର୍ଥନରେ ର୍ୟାଲି
/sambad/media/post_attachments/wp-content/uploads/2019/12/Support-CAA-in-US-800x500.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)