ଥାଇଲାଣ୍ଡ ଗୁଳିକାଣ୍ଡରେ ଜଣେ ଭାରତୀୟଙ୍କ ମୃତ୍ୟୁ

0

ବ୍ୟାଂକକ୍‌: ଥାଇଲାଣ୍ଡ୍‌ରେ ଗୁଳିକାଣ୍ଡ ଘଟି ଜଣେ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ୩ ଜଣ ଭାରତୀୟ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ଥାଇଲାଣ୍ଡ୍‌ର ରାତଚାଥେୱି ଜିଲ୍ଲାର ସେଣ୍ଟାରା ୱାଟରଗେଟ୍‌ ପାଭିଲିଅନ୍‌ ହୋଟେଲ୍‌ ପଛପଟେ ଏହି ଗୁଳିକାଣ୍ଡ ହୋଇଥିଲା। କିଛି ଭାରତୀୟ ପର୍ଯ୍ୟଟକ ହୋଟେଲ୍‌ରୁ ଖାଇ ଫେରୁଥିବାବେଳେ ଦୁଇଟି ବିରୋଧୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୁଳିକାଣ୍ଡର ଶିକାର ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.