ଜରୁରୀକାଳୀନ ସମୟରେ ବୁଡ଼ାଜାହାଜରେ ଥିବା କର୍ମଚାରୀଙ୍କ ଉଦ୍ଧାର ପାଇଁ ଭାରତୀୟ ନୌସେନାର ନୂଆ ଯାନ
ଜରୁରୀକାଳୀନ ସମୟରେ ବୁଡ଼ାଜାହାଜରେ ଥିବା କର୍ମଚାରୀଙ୍କ ଉଦ୍ଧାର ପାଇଁ ଡିପ୍ ସବମର୍ଜ ରେସକ୍ୟୁ ଭେହିକ୍ଲ ବା ଡିଏସଆରଭି ବ୍ୟବହାର କରିବ ଭାରତୀୟ ନୌସେନା। ଏ ନେଇ ଦକ୍ଷିଣ ଆଫ୍ରିକା ନୌସେନା ସହ ଏକ ରାଜିନାମା ସ୍ବାକ୍ଷିରତ ହୋଇଛି ।