ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୩୧୮କୁ ବୃଦ୍ଧି; ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୧୯, ୪୫୯

ନୂଆଦିଲ୍ଲୀ: ଜୁନ୍ ୨୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୫୪୮୩୧୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୨୧୭୨୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୬୪୭୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୧୯, ୪୫୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୧୨୦ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୩୮୦ଜଣଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୬୯ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୧୦ ଜଣ, ବିହାରରେ ୬୦ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୩ ଜଣ, ଦିଲ୍ଲୀରେ ୨୬୨୩ ଜଣ, ଗୋଆରେ ୩ ଜଣ, ଗୁଜରାଟରେ ୧୮୦୮ ଜଣ, ହରିୟାଣାରେ ୨୨୩ ଜଣ, ହିମାଚଳ ପ୍ରଦେଶରେ ୯ ଜଣ, ଜମ୍ମୁ ଓ କଶ୍ମୀରରେ ୯୪ ଜଣ, ଝାଡ଼ଖଣ୍ଡରେ ୧୨ ଜଣ, କର୍ଣ୍ଣାଟକରେ ୨୦୭ ଜଣ, କେରଳରେ ୨୨ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୫୭ ଜଣ, ମହାରାଷ୍ଟ୍ରରେ ୭୪୨୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୨୧ ଜଣ, ପୁଦ୍ଦୁଚେରୀରେ ୧୦ ଜଣ, ପଞ୍ଜାବରେ ୧୩୩ ଜଣ, ରାଜସ୍ଥାନରେ ୩୯୯ ଜଣ, ତାମିଲନାଡୁରେ ୧୦୭୯ ଜଣ, ତେଲେଙ୍ଗାନାରେ ୨୪୭ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୩୮ ଜଣ, ଉତ୍ତରପ୍ରଦେଶରେ ୬୬୦ ଜଣ ଏବଂ ପଶ୍ଚମବଙ୍ଗରେ ୬୩୯ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୭୬), ଆନ୍ଧ୍ରପ୍ରଦେଶ (୧୩୨୪୧), ଅରୁଣାଚଳ ପ୍ରଦେଶ (୧୮୨), ଆସାମ (୭୨୦୬), ବିହାର (୯୨୧୨), ଚଣ୍ଡିଗଡ଼ (୪୨୯), ଛତିଶଗଡ଼ (୨୬୬୨), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୧୭୮) ଜଣ, ଦିଲ୍ଲୀ (୮୩୦୭୭), ଗୋଆ (୧୧୯୮), ଗୁଜରାଟ (୩୧୩୨୦), ହରିୟାଣା (୧୩୮୨୯), ହିମାଚଳ ପ୍ରଦେଶ (୯୧୬), ଜମ୍ମୁ ଓ କଶ୍ମୀର (୭୦୯୩), ଝାଡ଼ଖଣ୍ଡ (୨୩୬୪) କର୍ଣ୍ଣାଟକ (୧୩୧୯୦), କେରଳ (୪୧୮୯), ଲଦାଖ (୯୬୩), ମଧ୍ୟପ୍ରଦେଶ (୧୩୧୮୬), ମହାରାଷ୍ଟ୍ର (୧୬୪୬୨୬), ମଣିପୁର (୧୧୮୫), ମେଘାଳୟ (୪୭), ମିଜୋରାମ (୧୪୮), ନାଗାଲାଣ୍ଡ (୪୧୫),  ଓଡ଼ିଶା (୬୬୧୪), ପୁଦ୍ଦୁଚେରୀ (୬୧୯), ପଞ୍ଜାବ (୫୨୧୬), ରାଜସ୍ଥାନ (୧୭୨୭୧), ସିକିମ୍ (୮୮), ତାମିଲନାଡୁ (୮୨୨୭୫), ତେଲେଙ୍ଗାନା (୧୪୪୧୯), ତ୍ରିପୁରା (୧୩୪୬), ଉତ୍ତରାଖଣ୍ଡ (୨୮୨୩), ଉତ୍ତରପ୍ରଦେଶ (୨୨୧୪୭) ଓ ପଶ୍ଚିମବଙ୍ଗ (୧୭୨୮୩) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୪୫), ଆନ୍ଧ୍ରପ୍ରଦେଶ (୫୯୦୮), ଅରୁଣାଚଳ ପ୍ରଦେଶ (୬୦), ଆସାମ (୫୦୮୮), ବିହାର (୭୧୧୮), ଚଣ୍ଡିଗଡ଼ (୩୩୬), ଛତିଶଗଡ଼ (୨୧୯୧), ଦାଦର ନଗର ହାୱେଲି (୬୦), ଦିଲ୍ଲୀ (୫୨୬୦୭), ଗୋଆ (୪୭୮), ଗୁଜରାଟ (୨୨୮୦୦), ହରିୟାଣା (୮୯୧୭), ହିମାଚଳ ପ୍ରଦେଶ (୫୨୯), ଜମ୍ମୁ ଓ କଶ୍ମୀର (୪୩୧୬), ଝାଡ଼ଖଣ୍ଡ (୧୭୯୩), କର୍ଣ୍ଣାଟକ (୭୫୦୭), କେରଳ (୨୧୫୨), ଲଦାଖ (୫୮୬), ମଧ୍ୟପ୍ରଦେଶ (୧୦୦୮୪), ମହାରାଷ୍ଟ୍ର (୮୬୫୭୫), ମଣିପୁର (୪୫୫), ମେଘାଳୟ (୪୨), ମିଜୋରାମ (୫୫) ନାଗାଲାଣ୍ଡ୍ (୧୬୪), ଓଡ଼ିଶା (୪୭୪୩), ପୁଦ୍ଦୁଚେରୀ (୨୨୧), ପଞ୍ଜାବ (୩୫୨୬), ରାଜସ୍ଥାନ (୧୩୬୧୧), ସିକିମ୍ (୪୯), ତାମିଲନାଡୁ (୪୫୫୩୭), ତେଲେଙ୍ଗାନା (୫୧୭୨), ତ୍ରିପୁରା (୧୦୭୯), ଉତ୍ତରାଖଣ୍ଡ (୨୦୧୮), ଉତ୍ତରପ୍ରଦେଶ (୧୪୮୦୮) ଓ ପଶ୍ଚିମବଙ୍ଗ (୧୧୧୯୩) ।

 

 

 

 

ସମ୍ବନ୍ଧିତ ଖବର