ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦୮୯୫୩; ସୁସ୍ଥତା ହାର ୫୮.୧୩%

ନୂଆଦିଲ୍ଲୀ: ଜୁନ୍ ୨୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୯୦୪୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୯୫୮୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୫୬୮୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୧୮, ୫୫୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୭୩୮୭ ରହିଛି। ସମଗ୍ର ଦେଶର ବିଭିନ୍ନ ଡାକ୍ତରଖାନାରୁ ଏପର୍ଯ୍ୟନ୍ତ ୨୯୫, ୮୮୦ ବା ୫୮.୧୩% ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୪୮ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୯ ଜଣ, ବିହାରରେ ୫୮ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୩ ଜଣ, ଦିଲ୍ଲୀରେ ୨୪୯୨ ଜଣ, ଗୋଆରେ ୨ ଜଣ, ଗୁଜରାଟରେ ୧୭୭୧ ଜଣ, ହରିୟାଣାରେ ୨୧୧ ଜଣ, ହିମାଚଳ ପ୍ରଦେଶରେ ୯ ଜଣ, ଜମ୍ମୁ ଓ କଶ୍ମୀରରେ ୯୧ ଜଣ, ଝାଡ଼ଖଣ୍ଡରେ ୧୨ ଜଣ, କର୍ଣ୍ଣାଟକରେ ୧୮୦ ଜଣ, କେରଳରେ ୨୨ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୪୬ ଜଣ, ମହାରାଷ୍ଟ୍ରରେ ୭୧୦୬ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୭ ଜଣ, ପୁଦ୍ଦୁଚେରୀରେ ୯ ଜଣ, ପଞ୍ଜାବରେ ୧୨୨ ଜଣ, ରାଜସ୍ଥାନରେ ୩୮୦ ଜଣ, ତାମିଲନାଡୁରେ ୯୫୭ ଜଣ, ତେଲେଙ୍ଗାନାରେ ୨୩୭ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୩୭ ଜଣ, ଉତ୍ତରପ୍ରଦେଶରେ ୬୩୦ ଜଣ ଏବଂ ପଶ୍ଚମବଙ୍ଗରେ ୬୧୬ ଜଣ ।

Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୭୨), ଆନ୍ଧ୍ରପ୍ରଦେଶ (୧୧୪୮୯), ଅରୁଣାଚଳ ପ୍ରଦେଶ (୧୭୨), ଆସାମ (୬୬୦୭), ବିହାର (୮୭୧୬), ଚଣ୍ଡିଗଡ଼ (୪୨୫), ଛତିଶଗଡ଼ (୨୫୪୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୧୬୩) ଜଣ, ଦିଲ୍ଲୀ (୭୭୨୪୦), ଗୋଆ (୧୦୩୯), ଗୁଜରାଟ (୩୦୦୯୫), ହରିୟାଣା (୧୨୮୮୪), ହିମାଚଳ ପ୍ରଦେଶ (୮୬୪), ଜମ୍ମୁ ଓ କଶ୍ମୀର (୬୭୬୨), ଝାଡ଼ଖଣ୍ଡ (୨୨୯୦) କର୍ଣ୍ଣାଟକ (୧୧୦୦୫), କେରଳ (୩୮୭୬), ଲଦାଖ (୯୪୬), ମଧ୍ୟପ୍ରଦେଶ (୧୨୭୯୮), ମହାରାଷ୍ଟ୍ର (୧୫୨୭୬୫), ମଣିପୁର (୧୦୭୫), ମେଘାଳୟ (୪୭), ମିଜୋରାମ (୧୪୫), ନାଗାଲାଣ୍ଡ (୩୭୧),  ଓଡ଼ିଶା (୬୧୮୦), ପୁଦ୍ଦୁଚେରୀ (୫୦୨), ପଞ୍ଜାବ (୪୯୫୭), ରାଜସ୍ଥାନ (୧୬୬୬୦), ସିକିମ୍ (୮୬), ତାମିଲନାଡୁ (୭୪୬୨୨), ତେଲେଙ୍ଗାନା (୧୨୩୪୯), ତ୍ରିପୁରା (୧୩୨୫), ଉତ୍ତରାଖଣ୍ଡ (୨୭୨୫), ଉତ୍ତରପ୍ରଦେଶ (୨୦୯୪୩) ଓ ପଶ୍ଚିମବଙ୍ଗ (୧୬୧୯୦) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୪୩), ଆନ୍ଧ୍ରପ୍ରଦେଶ (୫୧୯୬), ଅରୁଣାଚଳ ପ୍ରଦେଶ (୪୨), ଆସାମ (୪୨୫୯), ବିହାର (୬୭୬୨), ଚଣ୍ଡିଗଡ଼ (୩୩୫), ଛତିଶଗଡ଼ (୧୯୧୪), ଦାଦର ନଗର ହାୱେଲି (୪୧), ଦିଲ୍ଲୀ (୪୭୦୯୧), ଗୋଆ (୩୭୦), ଗୁଜରାଟ (୨୨୦୩୦), ହରିୟାଣା (୮୦୧୬), ହିମାଚଳ ପ୍ରଦେଶ (୫୦୨), ଜମ୍ମୁ ଓ କଶ୍ମୀର (୪୦୮୦), ଝାଡ଼ଖଣ୍ଡ (୧୬୪୩), କର୍ଣ୍ଣାଟକ (୬୯୧୬), କେରଳ (୨୦୦୮), ଲଦାଖ (୩୫୮), ମଧ୍ୟପ୍ରଦେଶ (୯୮୦୪), ମହାରାଷ୍ଟ୍ର (୭୯୮୧୫), ମଣିପୁର (୩୯୩), ମେଘାଳୟ (୪୨), ମିଜୋରାମ (୩୦) ନାଗାଲାଣ୍ଡ୍ (୧୬୨), ଓଡ଼ିଶା (୪୪୨୨), ପୁଦ୍ଦୁଚେରୀ (୧୮୭), ପଞ୍ଜାବ (୩୨୦୧), ରାଜସ୍ଥାନ (୧୩୦୬୨), ସିକିମ୍ (୩୯), ତାମିଲନାଡୁ (୪୧୩୫୭), ତେଲେଙ୍ଗାନା (୪୭୬୬), ତ୍ରିପୁରା (୧୦୫୫), ଉତ୍ତରାଖଣ୍ଡ (୧୮୨୨), ଉତ୍ତରପ୍ରଦେଶ (୧୩୫୮୩) ଓ ପଶ୍ଚିମବଙ୍ଗ (୧୦୫୩୫) ।

ସମ୍ବନ୍ଧିତ ଖବର