ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭୩୧୦୫; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୧୬, ୯୨୨

ନୂଆଦିଲ୍ଲୀ: ଜୁନ୍ ୨୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୭୩୧୦୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୭୧୬୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୪୮୯୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬୫୧୪ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୨୪ ଜଣ, ଆସାମରେ ୯ ଜଣ, ବିହାରରେ ୫୭ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୨ ଜଣ, ଦିଲ୍ଲୀରେ ୨୩୬୫ ଜଣ, ଗୋଆରେ ୨ ଜଣ, ଗୁଜରାଟରେ ୧୭୩୫ ଜଣ, ହରିୟାଣାରେ ୧୮୮ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୮୮ ଜଣ, ଝାଡ଼ଖଣ୍ଡରେ ୧୧ ଜଣ, କର୍ଣ୍ଣାଟକରେ ୧୬୪ ଜଣ, କେରଳରେ ୨୨ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୩୪ ଜଣ, ମହାରାଷ୍ଟ୍ରରେ ୬୭୩୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୭ ଜଣ, ପୁଦ୍ଦୁଚେରୀରେ ୯ ଜଣ, ପଞ୍ଜାବରେ ୧୧୩ ଜଣ, ରାଜସ୍ଥାନରେ ୩୭୫ ଜଣ, ତାମିଲନାଡୁରେ ୮୬୬ ଜଣ, ତେଲେଙ୍ଗାନାରେ ୨୨୫ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୩୫ ଜଣ, ଉତ୍ତରପ୍ରଦେଶରେ ୫୯୬ ଜଣ ଏବଂ ପଶ୍ଚମବଙ୍ଗରେ ୫୯୧ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୫୬), ଆନ୍ଧ୍ରପ୍ରଦେଶ (୧୦୩୩୧), ଅରୁଣାଚଳ ପ୍ରଦେଶ (୧୫୮), ଆସାମ (୬୧୯୮), ବିହାର (୮୨୦୯), ଚଣ୍ଡିଗଡ଼ (୪୨୦), ଛତିଶଗଡ଼ (୨୪୧୯), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୧୨୦) ଜଣ, ଦିଲ୍ଲୀ (୭୦୩୯୦), ଗୋଆ (୯୫୧), ଗୁଜରାଟ (୨୮୯୪୩), ହରିୟାଣା (୧୨୦୧୦), ହିମାଚଳ ପ୍ରଦେଶ (୮୦୬), ଜମ୍ମୁ ଓ କଶ୍ମୀର (୬୪୨୨), ଝାଡ଼ଖଣ୍ଡ (୨୨୦୭) କର୍ଣ୍ଣାଟକ (୧୦୧୧୮), କେରଳ (୩୬୦୩), ଲଦାଖ (୯୪୧), ମଧ୍ୟପ୍ରଦେଶ (୧୨୪୪୮), ମହାରାଷ୍ଟ୍ର (୧୪୨୯୦୦), ମଣିପୁର (୯୭୦), ମେଘାଳୟ (୪୬), ମିଜୋରାମ (୧୪୨), ନାଗାଲାଣ୍ଡ (୩୪୭),  ଓଡ଼ିଶା (୫୭୫୨), ପୁଦ୍ଦୁଚେରୀ (୪୬୧), ପଞ୍ଜାବ (୪୬୨୭), ରାଜସ୍ଥାନ (୧୬୦୦୯), ସିକିମ୍ (୮୪), ତାମିଲନାଡୁ (୬୭୪୮୮), ତେଲେଙ୍ଗାନା (୧୦୪୪୪), ତ୍ରିପୁରା (୧୨୫୯), ଉତ୍ତରାଖଣ୍ଡ (୨୬୨୩), ଉତ୍ତରପ୍ରଦେଶ (୧୯୫୫୭) ଓ ପଶ୍ଚିମବଙ୍ଗ (୧୫୧୭୩) ।

Image Courtesy of Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୪୩), ଆନ୍ଧ୍ରପ୍ରଦେଶ (୪୭୭୯), ଅରୁଣାଚଳ ପ୍ରଦେଶ (୩୮), ଆସାମ (୩୯୫୮), ବିହାର (୬୧୧୩), ଚଣ୍ଡିଗଡ଼ (୩୨୩), ଛତିଶଗଡ଼ (୧୬୨୭), ଦାଦର ନଗର ହାୱେଲି (୩୦), ଦିଲ୍ଲୀ (୪୧୪୩୭), ଗୋଆ (୨୮୯), ଗୁଜରାଟ (୨୧୦୮୮), ହରିୟାଣା (୬୯୨୫), ହିମାଚଳ ପ୍ରଦେଶ (୪୬୬), ଜମ୍ମୁ ଓ କଶ୍ମୀର (୩୮୧୮), ଝାଡ଼ଖଣ୍ଡ (୧୫୭୦), କର୍ଣ୍ଣାଟକ (୬୧୫୧), କେରଳ (୧୮୮୮), ଲଦାଖ (୨୭୪), ମଧ୍ୟପ୍ରଦେଶ (୯୪୭୩), ମହାରାଷ୍ଟ୍ର (୭୩୭୯୨), ମଣିପୁର (୩୨୮), ମେଘାଳୟ (୪୨), ମିଜୋରାମ (୧୯) ନାଗାଲାଣ୍ଡ୍ (୧୪୮), ଓଡ଼ିଶା (୪୧୨୩), ପୁଦ୍ଦୁଚେରୀ (୧୭୬), ପଞ୍ଜାବ (୩୦୯୯), ରାଜସ୍ଥାନ (୧୨୬୧୧), ସିକିମ୍ (୩୯), ତାମିଲନାଡୁ (୩୭୭୬୩), ତେଲେଙ୍ଗାନା (୪୩୬୧), ତ୍ରିପୁରା (୮୯୭), ଉତ୍ତରାଖଣ୍ଡ (୧୭୨୧), ଉତ୍ତରପ୍ରଦେଶ (୧୨୫୮୬) ଓ ପଶ୍ଚିମବଙ୍ଗ (୯୭୦୨) ।

 

ସମ୍ବନ୍ଧିତ ଖବର