ନୂଆଦିଲ୍ଲୀ: ଜୁନ୍ ୧୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୫୪୦୬୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୫୨୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୧୯୦୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫୨୨୭ ରହିଛି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୮ ଜଣ, ଆସାମରେ ୮ ଜଣ, ବିହାରରେ ୪୧ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୯ ଜଣ, ଦିଲ୍ଲୀରେ ୧୮୩୭ ଜଣ, ଗୁଜରାଟରେ ୧୫୩୩ ଜଣ, ହରିୟାଣାରେ ୧୧୮ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୬୩ ଜଣ, ଝାଡ଼ଖଣ୍ଡରେ ୯ ଜଣ, କର୍ଣ୍ଣାଟକରେ ୯୪ ଜଣ, କେରଳରେ ୨୦ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୭୬ ଜଣ, ମହାରାଷ୍ଟ୍ରରେ ୫୫୩୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୬ ଜଣ, ପଞ୍ଜାବରେ ୭୨ ଜଣ, ରାଜସ୍ଥାନରେ ୩୦୮ ଜଣ, ତାମିଲନାଡୁରେ ୫୨୮ ଜଣ, ତେଲେଙ୍ଗାନାରେ ୧୯୧ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୫ ଜଣ, ଉତ୍ତରପ୍ରଦେଶରେ ୪୧୭ ଜଣ ଏବଂ ପଶ୍ଚମବଙ୍ଗରେ ୪୯୫ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୪୪), ଆନ୍ଧ୍ରପ୍ରଦେଶ (୬୮୪୧), ଅରୁଣାଚଳ ପ୍ରଦେଶ (୯୫), ଆସାମ (୪୩୧୯), ବିହାର (୬୭୭୮), ଚଣ୍ଡିଗଡ଼ (୩୫୮), ଛତିଶଗଡ଼ (୧୭୮୧), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୫) ଜଣ, ଦିଲ୍ଲୀ (୪୪୬୮୮), ଗୋଆ (୬୨୯), ଗୁଜରାଟ (୨୪୫୭୭), ହରିୟାଣା (୮୨୭୨), ହିମାଚଳ ପ୍ରଦେଶ (୫୬୦), ଜମ୍ମୁ ଓ କଶ୍ମୀର (୫୨୯୮), ଝାଡ଼ଖଣ୍ଡ (୧୮୩୯) କର୍ଣ୍ଣାଟକ (୭୫୩୦), କେରଳ (୨୬୨୨), ଲଦାଖ (୬୪୯), ମଧ୍ୟପ୍ରଦେଶ (୧୧୦୮୩), ମହାରାଷ୍ଟ୍ର (୧୧୩୪୪୫), ମଣିପୁର (୫୦୦), ମେଘାଳୟ (୪୪), ମିଜୋରାମ (୧୨୧), ନାଗାଲାଣ୍ଡ (୧୭୯), ଓଡ଼ିଶା (୪୧୬୩), ପୁଦ୍ଦୁଚେରୀ (୨୧୬), ପଞ୍ଜାବ (୩୩୭୧), ରାଜସ୍ଥାନ (୧୩୨୧୬), ସିକିମ୍ (୭୦), ତାମିଲନାଡୁ (୪୮୦୧୯), ତେଲେଙ୍ଗାନା (୫୪୦୬), ତ୍ରିପୁରା (୧୦୪୨), ଉତ୍ତରାଖଣ୍ଡ (୧୯୪୨), ଉତ୍ତରପ୍ରଦେଶ (୧୪୦୯୧) ଓ ପଶ୍ଚିମବଙ୍ଗ (୧୧୯୦୯) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୫୦୯), ଅରୁଣାଚଳ ପ୍ରଦେଶ (୭), ଆସାମ (୨୧୬୬), ବିହାର (୪୬୪୪), ଚଣ୍ଡିଗଡ଼ (୩୦୨), ଛତିଶଗଡ଼ (୧୦୩୬), ଦାଦର ନଗର ହାୱେଲି (୯), ଦିଲ୍ଲୀ (୧୬୫୦୦), ଗୋଆ (୮୫), ଗୁଜରାଟ (୧୭୦୮୨), ହରିୟାଣା (୩୭୪୮), ହିମାଚଳ ପ୍ରଦେଶ (୩୭୨), ଜମ୍ମୁ ଓ କଶ୍ମୀର (୨୭୮୧), ଝାଡ଼ଖଣ୍ଡ (୧୧୨୧), କର୍ଣ୍ଣାଟକ (୪୪୫୬), କେରଳ (୧୨୩୬), ଲଦାଖ (୮୫), ମଧ୍ୟପ୍ରଦେଶ (୮୧୫୨), ମହାରାଷ୍ଟ୍ର (୫୭୮୫୧), ମଣିପୁର (୧୫୯), ମେଘାଳୟ (୨୫), ମିଜୋରାମ (୧) ନାଗାଲାଣ୍ଡ୍ (୯୨), ଓଡ଼ିଶା (୨୯୭୪), ପୁଦ୍ଦୁଚେରୀ (୯୯), ପଞ୍ଜାବ (୨୪୬୧), ରାଜସ୍ଥାନ (୯୮୪୯), ସିକିମ୍ (୪), ତାମିଲନାଡୁ (୨୬୭୮୨), ତେଲେଙ୍ଗାନା (୩୦୨୭), ତ୍ରିପୁରା (୪୩୩), ଉତ୍ତରାଖଣ୍ଡ (୧୨୧୬), ଉତ୍ତରପ୍ରଦେଶ (୮୬୧୦) ଓ ପଶ୍ଚିମବଙ୍ଗ (୬୦୨୮) ।