ଭାରତର ପ୍ରଥମ କରୋନା ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତର ଭାଇରସ୍‌ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ପ୍ରଥମ କରୋନା ରୋଗୀଙ୍କୁ ଯେଉଁ ଡାକ୍ତର ଚିକିତ୍ସା କରିଥିଲେ ସେ ଏବେ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। କର୍ଣ୍ଣାଟକର କଲ୍‌ବର୍ଗିରେ ଜଣେ ୭୬ ବର୍ଷୀୟ ବ୍ୟକ୍ତି ଭାରତରେ ପ୍ରଥମ କରୋନା ମୃତ୍ୟୁର ଶିକାର ହୋଇଥିଲେ। ଗତ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ତାଙ୍କୁ ଯେଉଁ ଡାକ୍ତର ଚିକିତ୍ସା କରୁଥିଲେ ସେ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଏହି ଡାକ୍ତର ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ କ୍ବାରାଣ୍ଟିନ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର