ଜାକର୍ତ୍ତା : ଇଣ୍ଡୋନେସିଆରେ ଆଜି ପୁଣି ୫.୯ ତୀବ୍ରତାର ଭୂକମ୍ପ ହୋଇଛି। ଗତ ସପ୍ତାହରେ ହୋଇଥିବା ଭୂକମ୍ପଜନିତ ସୁନାମି ହେତୁ ମୃତ୍ୟୁ ସଂଖ୍ୟା ୧୨୩୪ରେ ପହଞ୍ଚିଛି। ତେବେ ଆଜିର ଭୂକମ୍ପ ଇଣ୍ଡୋନେସିଆର ଦକ୍ଷିଣ ଉପୂକଳ ସମ୍ବା ଦ୍ବୀପରେ ହୋଇଛି। ପୂର୍ବ ଭୂକମ୍ପ ସ୍ଥଳଠାରୁ ୧୬୦୦ କିମି ଦୂରରେ ଏହା ଅନୁଭୂତ ହୋଇଛି। ଆଜି ଏକ ବାଇବେଲ୍ ଶିବିରରୁ ୩୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
ଇଣ୍ଡୋନେସିଆରେ ପୁଣି ଭୂକମ୍ପ:ସୁନାମି ମୃତ୍ୟୁସଂଖ୍ୟା ୧୨୩୪ ଛୁଇଁଲା
/sambad/media/post_attachments/wp-content/uploads/2018/10/indonasia-earthquake.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)