ଚୀନ୍ ସମେତ ଜାପାନ, ଆମେରିକା ଓ ଦକ୍ଷିଣ କୋରିଆରେ ସଂକ୍ରମଣ ବଢ଼ୁଛି। କେବଳ ସଂକ୍ରମଣ ବଢ଼ୁନାହିଁ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମାତ୍ର ଭାରତରେ ସେଭଳି କୌଣସି ଧାରା ଦେଖିବାକୁ ମିଳୁନାହିଁ। ତେବେ କମ ନମୁନା ପରୀକ୍ଷା କାରଣରୁ ହୁଏତ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବାର ଆଶଙ୍କା ଦେଖାଦେଇଛି। ସେହିପରି ଭାରତରେ କମ୍ ସଂଖ୍ୟକ ଲୋକ ପ୍ରିକସନ ଡୋଜ୍ ନେଇଛନ୍ତି।
/sambad/media/post_attachments/wp-content/uploads/2022/12/sfh456sf4hf6s5h4sfh65.jpg)
ବ୍ରାଜିଲ, ଚୀନ ତୁଳନାରେ ଦେଶରେ ଏହି ହାର କମ୍ ରହିଛି। ତେବେ ଚୀନ୍ରେ ସଂକ୍ରମଣ ବୃଦ୍ଧି ସତ୍ତ୍ବେ ଦେଶରେ ଟିକା ହାରରେ ବୃଦ୍ଧି ଦେଖିବାକୁ ମିଳୁନାହିଁ। ଅଗଷ୍ଟ ମାସରେ ଦେଶରେ ପ୍ରତି ସପ୍ତାହରେ ୨୦ ମିଲିଅନ୍ ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଏହା ୪ଲକ୍ଷକୁ ଖସି ଆସିଥିଲା। ଦେଶର ୬୦ବର୍ଷରୁ ଅଧିକ ୫୦ ପ୍ରତିଶତ ଲୋକ ସଂପୂର୍ଣ୍ଣ ଟିକା ନେଇ ସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/corona-long-island-press.jpg)