‘ନାମଦାର’ ମଉଜ ପାଇଁ ଯୁଦ୍ଧପୋତକୁ ବ୍ୟବହାର କରିଥିଲେ: ଜେଟ୍‌ଲି

ନୂଆଦିଲ୍ଲୀ: ଆଇଏନ୍‌ଏସ୍‌ ବିରାଟକୁ ନାମଦାର (ଗାନ୍ଧୀ ପରିବାର)ମାନେ ମଉଜ ମଜିଲସ୍‌ ପାଇଁ ବ୍ୟବହାର କରିଥିଲେ ଏବଂ ସେମାନଙ୍କ ପାଇଁ ଦେଶର ସୁରକ୍ଷା ଚିନ୍ତା ବଡ଼ ନଥିଲା ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି। ପ୍ରଧାନମନ୍ତ୍ରୀ ମୋଦୀ ଏହି ମାମଲାରେ ଗାନ୍ଧୀ ପରିବାରକୁ ଟାର୍ଗେଟ୍‌ କରିବା ପରେ ଏହାର ସମର୍ଥନରେ ଜେଟ୍‌ଲି କହିଛନ୍ତି ଯେ ନାମଦାର ଏକ ଯୁଦ୍ଧ ପୋତକୁ ମଉଜ ପାଇଁ ବ୍ୟବହାର କରିଥିବା ବେଳେ କାମଦାର୍‌ (ମୋଦୀ) ଏହାକୁ ଶତ୍ରୁ ପକ୍ଷକୁ ଟାର୍ଗେଟ୍‌ କରିବା ପାଇଁ ବ୍ୟବହାର କରିଛନ୍ତି।

ସମ୍ବନ୍ଧିତ ଖବର