ନୂଆଦିଲ୍ଲୀ : ଉନ୍ମୋଚନ ହେବାକୁ କିଛି ଦିନ ବିତିନଥିବା ବେଳେ ଭାରତରେ ଆଇଫୋନ୍ ୧୪ ଉତ୍ପାଦନ ଆରମ୍ଭ ହୋଇଥିବା ବିଷୟରେ ଆମେରିକୀୟ କଂପାନି ଆପଲ୍ ପକ୍ଷରୁ ଘୋଷଣା କରାଯାଇଛି। ମାନୁଫାକ୍ଚରିଂ କ୍ଷେତ୍ରରେ ଚୀନ୍ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ଚାହୁଥିବା ଭାରତ ପାଇଁ ଏହା ଏକ ବିଜୟ ଭାବେ ବିଚାର କରାଯାଉଛି। ଚେନ୍ନାଇରେ ଥିବା ଫକ୍ସକନ୍ କାରଖାନାରେ ଆଇଫୋନ୍ ୧୪ ତିଆରି ହେଉଛି। ଭାରତରେ ଆମେ ନୂଆ ଆଇଫୋନ୍ ଉତ୍ପାଦନ କରୁଥିବାକୁ ନେଇ ଅତ୍ୟନ୍ତ ଉତ୍ସାହିତ ବୋଲି ଆପଲ୍ ପକ୍ଷରୁ କୁହାଯାଇଛି।
ଭାରତରେ ଆଇଫୋନ୍ ୧୪ ତିଆରି ଆରମ୍ଭ
/sambad/media/post_attachments/wp-content/uploads/2022/09/iphone-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)