ତେହେରାନ୍: ଇରାନ୍ରେ ନୂଆ ତୈଳଖଣିର ସନ୍ଧାନ ମିଳିଛି। ଇରାନ୍ର ଦକ୍ଷିଣାଞ୍ଚଳରେ ଥିବା ଖୁଜେସ୍ତାନ ରାଜ୍ୟରେ ଏହି ନୂ୍ତନ ତୈଳଖଣି ଆବିଷ୍କୃତ ହୋଇଛି ଯେଉଁଥିରୁ ୫୦ ବିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ଅଛି ବୋଲି ଇରାନ୍ ରାଷ୍ଟ୍ରପତି ହାସନ ରୁହାନି ସୂଚନା ଦେଇଛନ୍ତି। ଏହି ନୂଆ ତୈଳଖଣି ଇରାନ୍ର ଦ୍ବିତୀୟ ବୃହତ୍ତମ ତୈଳଖଣି ଏବଂ ଏହା ଇରାନ୍ର ଅର୍ଥନୀତି ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।
ଇରାନ୍ରେ ନୂଆ ତୈଳ ଖଣିର ସନ୍ଧାନ
/sambad/media/post_attachments/wp-content/uploads/2019/11/dsgfsdag524ad96g4da98g4dagdaaaaaaaaaaaaaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)