ନୂଆଦିଲ୍ଲୀ : ଓଡ଼ିଶାରେ ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ଲୁହାପଥର ଉତ୍ପାଦନ ୩୫.୦୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧ ଏପ୍ରିଲରୁ ୨୦୨୨ ଜାନୁଆରି ମଧ୍ୟରେ ଓଡ଼ିଶାରେ ୧,୦୯,୬୭୫ ଟନ ଲୁହାପଥର ଉତ୍ପାଦନ ହୋଇଥିଲା। ଅନ୍ୟ ପକ୍ଷରେ ୨୦୨୦-୨୧ରେ ଓଡ଼ିଶାରେ ଲୁହା ପଥର ଉତ୍ପାଦନ ଥିଲା ୮୧.୨୨୬ ଟନ୍। କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଲୋକସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି।
ଲୁହାପଥର ଉତ୍ପାଦନ ୩୫.୦୨% ବୃଦ୍ଧି
/sambad/media/post_attachments/wp-content/uploads/2021/06/mines-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)