ଆଇଏସ୍ଆଇଏସ୍‌ର ନୂଆ ମୁଖ୍ୟ

ସିରିଆ : ଆଇଏସ୍ଆଇଏସ୍ ଏହାର ମୁଖ୍ୟ ଆବୁ ଇବ୍ରାହିମ୍ ଅଲ-ହାସିମି ଅଲ୍-କୁରେଶି ଏବଂ ଏହାର ମୁଖପାତ୍ର ଆବୁ ହମ​​ଜା ଅଲ୍-କୁରେଶିଙ୍କ ମୃତ୍ୟୁ ହେଇଥିବା ଗତକାଲି ନିଶ୍ଚିତ କରିଛି। ଏଥିସହ ଆବୁ ଅଲ୍-ହାସନ୍ ଅଲ୍-ହାସିମି ଅଲ୍-କୁରେଶିଙ୍କୁ ଏହାର ନୂତନ ମୁଖ୍ୟ ଭାବରେ ଘୋଷଣା କରିଛି। ଇରାକର ପୂର୍ବତନ ନେତା ସଦ୍ଦାମ୍ ହୁସେନ୍‌ଙ୍କ ସେନାର ସୈନିକ କୁରେଶି ଗତ ଫେବ୍ରୁଆରିରେ ଉତ୍ତର ସିରିଆରେ ଆମେରିକୀୟ ସେନା ଦ୍ଵାରା ହୋଇଥିବା ଚଢଉ ବେଳେ ମୃତ୍ୟୁବରଣ କରିଥିଲା।

ସମ୍ବନ୍ଧିତ ଖବର