କରୋନା ଭାଇରସ୍‌, ଖୁବ୍‌ଶୀଘ୍ର ଟିକା ବାହାର କରିବ ଇସ୍ରାଏଲ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲା ପାଇଁ ଇସ୍ରାଏଲ୍‌ ଟିକା ବାହାର କରିବା କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି କରିଛି ଏବଂ ଖୁବ୍‌ଶୀଘ୍ର ଏ ବାବଦରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଇସ୍ରାଏଲ ବୈଜ୍ଞାନିକମାନେ କରୋନା ମୁକାବିଲା ପାଇଁ ଟିକା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସଫଳ ହେଲେ କରୋନା ଆତଙ୍କର ଅବସାନ ଘଟିବ ବୋଲି କୁହାଯାଇଛି। ତେବେ ସରକାରୀ ଭାବେ ଏହି ଟିକା କେବେ ଉପଲବ୍ଧ ହେବ ସେ ନେଇ କିଛି କୁହାଯାଇନାହିଁ।

ସମ୍ବନ୍ଧିତ ଖବର