ତେଲ୍ ଅଭିଭ : ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କ କ୍ୟାବିନେଟକୁ କହିଛନ୍ତି ଯେ ହମାସ ବିରୁଦ୍ଧରେ ସାମରିକ ଚାପ କାମ କରୁଛି। କିନ୍ତୁ ଯୋଉଁମାନେ ଅସ୍ତ୍ର ତ୍ୟାଗ କରିବେ ସେମାନଙ୍କୁ ଯିବାକୁ ଦିଆଯିବ ।
ସେ କହିଛନ୍ତି ଯେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରେ ଯଦି ହମାସ ନେତାମାନେ ଅସ୍ତ୍ର ରଖିବାକୁ ରାଜି ହୁଅନ୍ତି ତେବେ ସେମାନଙ୍କୁ ସୁରକ୍ଷିତଭାବେ ଗାଜା ଛାଡ଼ିବାକୁ ଅନୁମତି ଦିଆଯିବ। ନେତାନ୍ୟାହୁ କହିଥିଲେ ଯେ ହମାସ ତାର ଅସ୍ତ୍ର ତ୍ୟାଗ କରିବ ଓଏହାର ନେତାମାନଙ୍କୁ ଯିବାକୁ ଅନୁମତି ଦିଆଯିବ। ଆମେ ଗାଜା ଷ୍ଟ୍ରିପରେ ସାଧାରଣ ସୁରକ୍ଷା ସୁନିଶ୍ଚିତ କରିବୁ ଏବଂ ଟ୍ରମ୍ପ ଯୋଜନାସ୍ୱେଚ୍ଛାକୃତ ପ୍ରବାସ ଯୋଜନାକୁ କାର୍ଯ୍ୟକାରୀ କରିପାରିବୁ।
ସେ କହିଛନ୍ତି ଯେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରେ ଯଦି ହମାସ ନେତାମାନେ ଅସ୍ତ୍ର ରଖିବାକୁ ରାଜି ହୁଅନ୍ତି ତେବେ ସେମାନଙ୍କୁ ସୁରକ୍ଷିତଭାବେ ଗାଜା ଛାଡ଼ିବାକୁ ଅନୁମତି ଦିଆଯିବ।
ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁଇସ୍ରାଏଲ ଗାଜାରେ ଯୁଦ୍ଧବିରତି ପୁନଃଆରମ୍ଭ କରିବା ପାଇଁ ଇଜିପ୍ଟର ମଧ୍ୟସ୍ଥତାଙ୍କୁ ଏକ ନୂତନ ପ୍ରସ୍ତାବ ପ୍ରଦାନ କରିଥିଲା।