୨୯ରେ ୩୦ ବିଦେଶୀ ଉପଗ୍ରହ ଛାଡ଼ିବ ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆସନ୍ତା ୨୯ ତାରିଖରେ ଶ୍ରୀହରିକୋଟାରୁ ୩୦ଟି ବିଦେଶୀ ଉପଗ୍ରହ ଉ‌ତ୍‌କ୍ଷେପଣ କରିବ। ଏହାସହିତ ହାଇପରସ୍ପେକ୍ଟ୍ରାଲ୍‌ ଇମେଜିଂ ସାଟେଲାଇଟ୍‌ (ଏଚ୍‌ୱାଇଏସ୍‌ଆଇଏସ୍‌) ଏବଂ ଭୂପୃଷ୍ଠ ଅବଲୋକନ ଉପଗ୍ରହ ମଧ୍ୟ ଛାଡ଼ିବ।

ସମ୍ବନ୍ଧିତ ଖବର