ଶ୍ରୀନଗର: ଜମ୍ମୁ ଏବଂ କଶ୍ମୀରର ଆର୍ଣ୍ଣିଆ ସବ୍ ସେକ୍ଟର୍ରେ ବୁଧବାର ଗୁରୁବାର ମଧ୍ୟରାତ୍ରୀ ସମୟରେ ପାକିସ୍ତାନୀ ରେଞ୍ଜର୍ମାନେ ଭାରତୀୟ ପୋଷ୍ଟ୍ ଏବଂ ସୀମାନ୍ତବର୍ତ୍ତୀ ଗାଁମାନଙ୍କ ଉପରେ ମୋର୍ଟାର୍ ନିକ୍ଷେପ କରିବାରୁ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।
ସେମାନଙ୍କ ଘର ଉପରେ ପାକିସ୍ତାନୀ ସେନାର ମୋର୍ଟାର୍ ସେଲ୍ ପିଣ୍ଡି କାଥର ଗାଁ’ର ପୁମ୍ମୀ ଦେବୀ ଏବଂ କିଶୋରୀ ଲାଲ୍ ଆହତ ହୋଇଛନ୍ତି।
ଗୁରୁବାର ସକାଳ ଯାଏଁ ଉଭୟ ଭାରତୀୟ ଓ ପାକିସ୍ତାନୀ ସେନାଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/h.jpg)