କେସିଆର୍‌ଙ୍କ ସଂଘୀୟ ସାମ୍ମୁଖ୍ୟକୁ ଜଗନଙ୍କ ସମର୍ଥନ

ନୂଆଦିଲ୍ଲୀ: କଂଗ୍ରେସ ଏବଂ ବିଜେପିକୁ ବିରୋଧ କରି ସଂଘୀୟ ସାମ୍ମୁଖ୍ୟ ଗଠନ କରିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ତାଙ୍କ ପ୍ରୟାସକୁ ଜୋର୍‌ଦାର କରିଛନ୍ତି। ଆଜି କେସିଆର୍‌ଙ୍କ ପୁଅ ତଥା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର କାର୍ଯ୍ୟକାରୀ ସଭାପତି କେ. ଟି. ରାମାରାଓ ଏହି ପ୍ରସଙ୍ଗରେ ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କ ସହ ଆଲୋଚନା କରିଛନ୍ତି। ଜଗନ କେସିଆର୍‌ଙ୍କ ସଂଘୀୟ ସାମ୍ମୁଖ୍ୟ ଗଠନ ଉଦ୍ୟମକୁ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର