ଝିଅକୁ ହତ୍ୟା ମାମଲା:ଦୋଷମୁକ୍ତ ହେଲେ ବିବି ଜାଗିର କୌର

ନୂଆଦିଲ୍ଲୀ: ପୂର୍ବତନ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟି (ଏସ୍‌ଜିପିସି) ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ମନ୍ତ୍ରୀ ବିବି ଜାଗିର କୌର  ନିଜ ଝିଅର ରହସ୍ୟଜନକ ମୃତ୍ୟୁ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ  ଜାଗିର କୌରଙ୍କୁ ଏହି ମାମଲାରୁ ଦୋଷମୁକ୍ତ କରିଛନ୍ତି। ୨୦୦୦ ମସିହାରେ ଜାଗିର କୌରଙ୍କ ଝିଅ ହରପ୍ରୀତ କୌରଙ୍କର ରହସ୍ୟଜନକ ମୃତ୍ୟୁ ହୋଇଯାଇଥିଲା

ସମ୍ବନ୍ଧିତ ଖବର