ନୂଆଦିଲ୍ଲୀ: ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୋସିଆଲ ମିଡିଆ ଏକ୍ସରେ ମହାବୀରଙ୍କୁ ପୂଜା କରିବାର ଏକ ଫଟୋ ପୋଷ୍ଟ କରି ସଙ୍କଟ ମୋଚକ ସମସ୍ତଙ୍କୁ ସାହା ହୁଅନ୍ତୁ ବୋଲି ସେ କହିଛନ୍ତି ।
देशवासियों को हनुमान जयंती की ढेरों शुभकामनाएं। संकटमोचन की कृपा से आप सभी का जीवन सदैव स्वस्थ, सुखी और संपन्न रहे, यही कामना है। pic.twitter.com/11SAPtzUDv
— Narendra Modi (@narendramodi) April 12, 2025
ସେହିପରି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ବି ହନୁମାନ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରଭୁ ବଜରଙ୍ଗବାଲୀ ସମସ୍ତଙ୍କୁ ସବୁ କଷ୍ଟରୁ ମୁକ୍ତି ଦିଅନ୍ତୁ ।
समस्त देशवासियों को श्री हनुमान जन्मोत्सव की हार्दिक शुभकामनाएँ।
— Amit Shah (@AmitShah) April 12, 2025
संकट मोचन भगवान बजरंगबली सभी के कष्टों को दूर कर बल, बुद्धि, विवेक और दीर्घायु प्रदान करें।
जय श्री राम! pic.twitter.com/5ewPhmTUJU
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଟିମ୍ ଇଣ୍ଡିଆର କୋଚ୍ ଗୌତମ ଗମ୍ଭୀର ମଧ୍ୟ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିଛନ୍ତି ।
#WATCH | Delhi CM Rekha Gupta offers prayers at Sankat Mochan Dham, Siddh Hanuman Mandir in Karol Bagh on the occasion of #HanumanJayanti pic.twitter.com/yXVjMzWgmy
— ANI (@ANI) April 12, 2025
#WATCH | Delhi | Indian Cricket Team Coach Gautam Gambhir says, "Best wishes to all the Indians on the occasion of Hanuman Jayanti. May Hanuman ji's blessings stay with everyone." pic.twitter.com/lrbQrzotrU
— ANI (@ANI) April 12, 2025