ସେନାରେ ଯୋଗଦେଲେ ଜମ୍ମୁ-କଶ୍ମୀରର ୫୭୫ ଯୁବକ

ଶ୍ରନଗର: ଭାରତୀୟ ସେନା ବାହିନୀରେ ଆଜି ଜମ୍ମୁ କଶ୍ମୀରର ୫୭୫ ଜଣ ଯୁବକ ସାମିଲ ହୋଇଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ଏକ ମାସ ନପୂରୁଣୁ ଶ୍ରୀନଗରଠାରେ ଆଜି ଶତାଧିକ ଯୁବକ ସେନାରେ ଯୋଗଦେଇଛନ୍ତି। ଜମ୍ମୁ ଏବଂ କଶ୍ମୀର ଲାଇଟ୍ ଇନଫାଣ୍ଟ୍ରି ରେଜିମେଣ୍ଟରେ ଏମାନେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର