ଟୋକିଓ : ଜାପାନର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଲାଗିରହିଛି। ଏଥିଯୋଗୁ ଆଜି ସୁଦ୍ଧା ୮୫ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେଣି। ବନ୍ୟାଜଳରେ ଭାସିଯାଇ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ପ୍ରତିକାର ପଦକ୍ଷେପ ସ୍ୱରୂପ ୪୫ ଲକ୍ଷ ଲୋକଙ୍କୁ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଇଛି। ସୂଚନା ମୁତାବକ କ୍ୟୋଟୋ ଓ ହିରୋସିମାଠାରେ ଏବେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣ କରିଛି।
ଜାପାନ ବନ୍ୟା ବିଭୀଷିକା: ମୃତକଙ୍କ ସଂଖ୍ୟା ୮୫ ଟପିଲା
/sambad/media/post_attachments/wp-content/uploads/2018/07/jaoan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)