ଜମ୍ମୁ କଶ୍ମୀର: ଘରେ ପଶି ଯବାନଙ୍କୁ ହତ୍ୟାକଲେ ଅାତଙ୍କବାଦୀ

କଶ୍ମୀର: ଜମ୍ମୁ କଶ୍ମୀରର ଦକ୍ଷିଣ ଫୁଲବାମା ଜିଲ୍ଲା ଅନ୍ତର୍ଗତ ତ୍ରାଲରେ ବୁଧବାର ଜଣେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଜମ୍ମୁ କଶ୍ମୀର ପୁଲିସର ଜଣେ ସ୍ପେଶାଲ ପୁଲିସ ଅଫିସର ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି। ପୂର୍ବ ଯୋଜନା ଅନୁଯାୟୀ, ଛୁଟିରେ ଘରକୁ ଅାସିଥିବା ଯବାନଙ୍କ ଘରକୁ ଯାଇ  ଆତଙ୍କବାଦୀ  ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର