ଯବାନଙ୍କ ଆତ୍ମହତ୍ୟା

ଜମ୍ମୁ,: ଜମ୍ମୁର ଅଖନୁର ସେକ୍ଟରରେ ଆଜି ୨୮ ବର୍ଷୀୟ ରାଇଫଲମ୍ୟାନ୍‌ ରଣବୀର ସିଂହ ନିଜ ସର୍ଭିସ ରାଇଫଲ୍‌ରୁୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତେବେ କେଉଁ କାରଣ ପାଇଁ ଯବାନ ଜଣଙ୍କ ଏଭଳି ଚରମ ପଦକ୍ଷେପ ନେଲେ ତାହା ଏଯାବତ୍‌ ଜଣାପଡ଼ିନାହି।

ସମ୍ବନ୍ଧିତ ଖବର