ନାଗରିକ ବିଲ୍‌କୁ ଜେଡିୟୁର ବିରୋଧ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନାଗରିକ ଅଧିକାର ବିଲ୍‌-୨୦୧୬କୁ ଜେଡିୟୁ ବିରୋଧ କରିବ ଏବଂ ରାଜ୍ୟସଭାରେ ଏହାକୁ ସମର୍ଥନ କରିବ ନାହିଁ ବୋଲି ଆଜି ଘୋଷଣା କରିଛି। ଏନ୍‌ଡିଏର ସହଯୋଗୀ ଦଳ ଏଜିପି ମଧ୍ୟ ଏହାକୁ ପୂର୍ବରୁ ବିରୋଧ କରି ମେଣ୍ଟରୁ ଓହରିଯାଇଥିବା ଘୋଷଣା କରିଥିଲା। ଏବେ ଜେଡିୟୁ ମଧ୍ୟ ଏହାର ବିରୋଧ କରିଥିବାରୁ ସରକାରଙ୍କ ଅଡ଼ୁଆ ବଢ଼ିଛି।

ସମ୍ବନ୍ଧିତ ଖବର