ବିମାନ ଜଳିଗଲା, ୧୫ ମୃତ

ତେହରାନ୍‌ : ଇରାନ୍‌ ରାଜଧାନୀ ତେହରାନ୍‌ରେ ଆଜି ଏକ ସାମରିକ ପରିବହନ ବିମାନ ଅବତରଣ କରିବାର ମାତ୍ର କିଛି ସମୟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯିବାରୁ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସେନାବାହିନୀ ପାଇଁ ଜିନିଷ ପତ୍ର ନେବା ଆଣିବା କରୁଥିବା ଉକ୍ତ ବିମାନଟି ବିମାନବନ୍ଦରରେ ଜରୁରୀ ଅବତରଣ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର