ରାହୁଲଙ୍କୁ ଜେଟଲିଙ୍କ କଟାକ୍ଷ

ଉତ୍ତରାଧିକାରୀ ସୂତ୍ରରେ ଜ୍ଞାନ ମିଳେନି

0

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁବେଳେ ବିଜେପିକୁ ଟାର୍ଗେଟ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି ଆଜି ରାହୁଲଙ୍କୁ ଫେସବୁକ୍‌ ପୋଷ୍ଟ ଯୋଗେ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଆଜି ଆଦର୍ଶହୀନ ହୋଇପଡ଼ିଛି। କାରଣ ଜ୍ଞାନ କୌଣସି ଉତ୍ତରାଧିକାରୀ ସୂତ୍ରରେ ମିଳେନାହିଁ। ଅର୍ଥନୀତି ସଂକ୍ରାନ୍ତରେ ରାହୁଲଙ୍କ ସାମାନ୍ୟ ଧାରଣା ନଥିବାରୁ ସେ ଅଜବ ବୟାନ ଦେଉଥିବା ଜେଟ୍‌ଲି କହିଛନ୍ତି। ରାହୁଲ ନିଜର ଅଜ୍ଞାନତା ଓ ମୋଦି ବିରୋଧୀ ନୀତିରେ ହିଁ ସୀମିତ ରହିଛନ୍ତି ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.