ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇଏମ୍ କୁଦ୍ଦୁସିଙ୍କୁ ବୁଧବାର ଜାମିନ୍ ମିଳିଛି। ମିଳିଥିବା ସୂଚନା ଅନୁସାରେ କୁଦ୍ଦୁସିଙ୍କୁ ଦିଲ୍ଲୀ ତିସହାକାରୀ କୋର୍ଟରୁ ଜାମିନ ମିଳିଛି। ଏମ୍ସିଆଇ ଦୁର୍ନୀତି ମାମଲାରେ ସଂଶ୍ଲିଷ୍ଟ କୁଦ୍ଦୁସିଙ୍କୁ ସିବିଆଇ ଗତ ସେପ୍ଟେମ୍ବର ୨୧ରେ ଗିରଫ କରିଥିଲା।
ଜଷ୍ଟିସ ଆଇଏମ୍ କୁଦ୍ଦୁସିଙ୍କୁ ମିଳିଲା ଜାମିନ
/sambad/media/post_attachments/wp-content/uploads/2017/09/MCI.jpg)