ଭୋପାଳ : ମଧ୍ୟପ୍ରଦେଶ ସରକାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାପାଇଁ ବିଜେପି ଦାବି କରିବାପରେ କମଳନାଥ ମଧ୍ୟ ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି। ତେବେ ସରକାର ଭାଙ୍ଗିବା ଭୟରେ କମଳନାଥ ଏବେ ଛାନିଆ ହୋଇ ଯାଇଛନ୍ତି। ବିଧାୟକଙ୍କୁ ନିଜ ସମର୍ଥନରେ ରଖିବାପାଇଁ କମଳନାଥ ଗତକାଲି ତାଙ୍କର ବିଧାୟକମାନଙ୍କ ସହ ଏକ ବୈଠକ କରିଥିଲେ। ଗତକାଲି ପିସିସି ଅଫିସ୍ରେ କମଳନାଥ ଦଳୀୟ ବିଧାୟକମାନଙ୍କୁ ବିଜେପି ବିରୋଧରେ ଏକଜୁଟ୍ ରହିବାକୁ କହିଥିଲେ। ବୈଠକ ପରେ କମଳନାଥ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ ୧୦ ଜଣ କଂଗ୍ରେସ ବିଧାୟକଙ୍କୁ ଫୋନ୍ କଲ୍ କରି ବିଜେପି ଟଙ୍କା ଏବଂ ଉଚ୍ଚ ପଦବୀର ଲୋଭ ଦେଖାଉଛି।
କମଳନାଥ ଛାନିଆ, ଦଳୀୟ ବିଧାୟକଙ୍କ ବୈଠକ
/sambad/media/post_attachments/wp-content/uploads/2019/05/mp-congress-meeting_edb89468-c7ff-11e8-bbf7-ccd0803112e5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)