ବେଙ୍ଗାଲୁରୁ: କର୍ଣ୍ଣାଟକର ଚିନ୍ତାମଣିରେ ଏକ ବସ୍ ଏବଂ ଅଟୋରିକ୍ସା ମଧ୍ୟରେ ଧକ୍କା ହୋଇ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବସ୍ଟି ନିୟନ୍ତ୍ରଣ ହରାଇ ଅଟୋକୁ ଧକ୍କା ଦେଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
କର୍ଣ୍ଣାଟକ: ସଡ଼କ ଦୁର୍ଘଟଣାରେ ୧୨ ମୃତ, ୨୦ ଆହତ
/sambad/media/post_attachments/wp-content/uploads/2019/07/karnatak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)