କର୍ଣ୍ଣାଟକ: ସଡ଼କ ଦୁର୍ଘଟଣାରେ ୧୨ ମୃତ, ୨୦ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିନ୍ତାମଣିରେ  ଏକ ବସ୍‌ ଏବଂ ଅଟୋରିକ୍ସା ମଧ୍ୟରେ ଧକ୍କା‌ ହୋଇ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବସ୍‌ଟି ନିୟନ୍ତ୍ରଣ ହରାଇ ଅଟୋକୁ ଧକ୍କା ଦେଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର