କର୍‌ତାରପୁର କରିଡର୍‌ ପ୍ରସଙ୍ଗ, ମୋ ଆଲିଙ୍ଗନ କାମ ଦେଲା: ସିଦ୍ଧୁ

ଅମୃତସର: ସରକାର ପଞ୍ଜାବର ଗୁରଦାସପୁର ଜିଲ୍ଲାସ୍ଥିତ ଡେରା ବାବା ନାନକଠାରୁ ଅନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ କର୍‌ତାରପୁର କରିଡର ନିର୍ମାଣ ପାଇଁ ନିଷ୍ପତ୍ତି ନେବା ପରେ ପଞ୍ଜାବ ମନ୍ତ୍ରୀ ନବ୍‌ଜୋତ୍‌ ସିଂହ ସିଦ୍ଧୁ ଏଥିପାଇଁ ନିଜକୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି, ମୋ ଆଲିଙ୍ଗନ କାମ ଦେଖାଇଛି। ମୋର ପାକିସ୍ତାନ ଗସ୍ତ ଏବଂ ପାକ୍‌ ସେନା ମୁଖ୍ୟ କମର୍‌ ଜାଭେଦ୍ ବାଜ୍‌ୱାଙ୍କ ସହ ଆଲିଙ୍ଗନ ପରେ ଏହା ସମ୍ଭବ ହୋଇପାରିଛି ବୋଲି ସିଦ୍ଧୁ କହିଛନ୍ତି।

ସମ୍ବନ୍ଧିତ ଖବର