କର୍‌ତାରପୁର କରିଡର ମାମଲା: ସିଦ୍ଧୁଙ୍କୁ ସୁଷମାଙ୍କ ସମାଲୋଚନା

ନୂଆଦିଲ୍ଲୀ: ପାକିସ୍ତାନ ସହିତ କର୍‌ତାରପୁର କରିଡର ବାବଦ କଥାବାର୍ତ୍ତାକୁ ନେଇ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ କଂଗ୍ରେସ ନେତା ନବ୍‌ଜୋତ୍‌ ସିଂହ ସିଦ୍ଧୁଙ୍କୁ ସମାଲୋଚନା କରିଥିବା ମନ୍ତ୍ରୀ ହର୍‌ସିମ୍ରତ୍‌ କୌର ବାଦଲ ସୋମବାର କହିଛନ୍ତି। ଏଥିସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ପାକ୍‌ ସେନା ମୁଖ୍ୟଙ୍କୁ ଆଲିଙ୍ଗନ କରିଥିବାରୁ ସିଦ୍ଧୁଙ୍କୁ ଭର୍ତ୍ସନା କରାଯାଇଛି।

ସମ୍ବନ୍ଧିତ ଖବର