କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଚେନ୍ନାଇ: ଡିଏମ୍‌କେ ମୁଖ୍ୟ ତଥା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ସ୍ଥିର ଥିବା ଜଣାପଡ଼ିଛି। କାବେରୀ ହସ୍ପିଟାଲ୍‌ ଆଇସିୟୁରେ ଚିକିତ୍ସାଧୀନ ଥିବା କରୁଣାନିଧିଙ୍କୁ ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ କେ ପଲାନିସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌ ଭେଟିଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର ମଧ୍ୟ ଆଜି ହସ୍ପିଟାଲ୍‌ରେ କରୁଣାନିଧିଙ୍କୁ ଭେଟିଛନ୍ତି।

ସମ୍ବନ୍ଧିତ ଖବର