ବ୍ରିଟେନ୍‌ର ଉଦ୍‌ବେଗ, ଶାନ୍ତି ରକ୍ଷା ପାଇଁ ଗୁରୁତ୍ବ

କଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେଉ: ସାଉଦି ଆରବ

ନୂଆଦିଲ୍ଲୀ : କଶ୍ମୀର ମାମଲାରେ ଉଭୟ ଭାରତ ଓ ପାକିସ୍ତାନ ଶାନ୍ତିର ରାସ୍ତା ଆପଣାଇବା ଉଚିତ ବୋଲି ବ୍ରିଟେନ ବିଦେଶ ସଚିବ ଡୋମିନିକ୍‌ ରାବ୍‌ କହିଛନ୍ତି। ଧାରା ୩୭୦ ହଟାଯିବା ଏବଂ ଏହାକୁ ନେଇ ପାକିସ୍ତାନର ପ୍ରତିକ୍ରିୟା ଉପରେ ଉଦ୍‌ବେଗ ପ୍ରକାଶ କରି ସେ କହିଛନ୍ତି ଯେ ଏହି ମାମଲାରେ ଆମେ ଭାରତ ସହ ଲଗାତାର ସଂପର୍କରେ ରହିଛୁ।

କଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେଉ: ସାଉଦି ଆରବ

ନୂଆଦିଲ୍ଲୀ : କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଉଚିତ ଏବଂ ଏହି ମାମଲାରେ ଉଭୟ ଭାରତ ଓ ପାକିସ୍ତାନ ପାରସ୍ପରିକ ବୁଝାମଣା ଦ୍ବାରା ଆଗକୁ ବଢ଼ିଲେ ହିଁ ସୁଫଳ ମିଳିବ ବୋଲି ସାଉଦି ଆରବ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।


 

ସମ୍ବନ୍ଧିତ ଖବର